ପ୍ରମୁଖ ଖବର
  • ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ: ସୋମବାର ୪ ଲୋକସଭା, ୨୮ ବିଧାନସଭା ଆସନରେ ମତଦାତା ଲେଖିବେ ପ୍ରାର୍ଥୀଙ୍କ ଭାଗ୍ୟ
  • ||
  • ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା, ୨୮ ବିଧାନସଭା ଆସନରେ ଭୋଟିଂ
  • ||
  • ଆଇପିଏଲ୍ ମହାସମରରେ ସୁପର କିଙ୍ଗ୍‌ସକୁ ଭେଟିବ ରୟାଲ, ସନ୍ଧ୍ୟାରେ ଚ୍ୟାଲେଞ୍ଜର୍ସ- କ୍ୟାପିଟାଲ୍ସ ଫାଇଟ୍
  • ||
  • କମ୍ପୁଛି ପ୍ରଚାର ମଇଦାନ୍, ଆଜି ବଲାଙ୍ଗିର ଏବଂ ବରଗଡ଼ରେ କ୍ୟାମ୍ପେନ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୫ ଯାଏ ଉପକୂଳରେ ବର୍ଷା ସମ୍ଭାବନା, ୧୬ରୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ
  • ||

ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ୱିନ ସିଟିରେ ରେଡ୍ ଓ୍ୱାର୍ଣ୍ଣିଂ, ତାପମାତ୍ରା ୪୬ଂ ଛୁଇଁବା ସମ୍ଭାବନା

ଭୁବନେଶ୍ୱର ୨୮/୦୪: ପ୍ରଚଣ୍ଡ ଗ୍ରୀଷ ତାତିକୁ ନେଇ ଟ୍ବିନ ସିଟିକୁ ରେଡ୍ ଆଲର୍ଟ। ଭୁବନେଶ୍ବର ଓ କଟକ ପାଇଁ ରେଡ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ଭୀଷଣ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବା ବେଳେ ରାଜଧାନୀର ତାତି ୪୬ଂ ଛୁଇଁବା ଆଶଙ୍କା। ଉପକୂଳରୁ ପଶ୍ଚିମ, ଉତ୍ତର, ଦକ୍ଷିଣ ଆଉ ଆଭ୍ୟନ୍ତରୀଣ ସାରା ଓଡ଼ିଶା ଜଳୁଛି। ସକାଳ ସାଢ଼େ ଭୁବନେଶ୍ୱରରେ ୩୩.୪° ତାପମାତ୍ରା ରେକର୍ଡ କରାଯାଇଛି।




ପାଣିପାଗ ବିଭାଗ ସୂଚନା ମୁତାବିକ, ରବିବାର ସକାଳ ୮ ଟା ୩୦ ସୁଦ୍ଧା ଅନୁଗୁଳରେ ସବୁଠୁ ତତଲା ସହର ପାଲଟିଛି। ଅନୁଗୁଳରେ ୩୬°,ଭବାନୀପାଟଣାରେ ୩୫.୫°,ତାଳଚେରରେ ୩୫.୪°,ବାରିପଦାରେ ୩୫.୨°,ବାଲେଶ୍ୱରରେ ୩୪.୮°,ଝାରସୁଗୁଡାରେ ୩୪.୪°,କେନ୍ଦୁଝରରେ ୩୪.୮°,ଟିଟଲାଗଡରେ ୩୪°,ଭଦ୍ରକରେ ୩୩.୫°,ଭୁବନେଶ୍ୱରରେ ୩୩.୪°,କଟକରେ ୩୩.୨°,ସମ୍ବଲପୁରରେ ୩୩.୨°,ଚାନ୍ଦବାଲିରେ ୩୩ ଡିଗ୍ରୀ  କରାଯାଇଛି।


  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.