ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ପଳାଶୁଣୀରେ ସିରିଜ ଦୁର୍ଘଟଣା : ବୋଲେରୋ, କାର , ପିକଅପ ଭ୍ୟାନକୁ ପଛରୁ ଧକ୍କା ଦେଲା ଟ୍ରକ

ଭୁବନେଶ୍ବର,୧୩।୫ :  ପଳାଶୁଣୀ ଛକରେ ଭୟଙ୍କର ସିରିଜ ଦୁର୍ଘଟଣା  । ବୋଲେରୋ, କାର ଏବଂ ପିକଅପ ଗାଡି କୁ ପଛରୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ୩ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ପୋଲିସ  । 

ସନ୍ଧ୍ୟା ସମୟର ହଠାତ ପଲାଶୁଣିରୁ ରସୁଲଗଡ ଯିବାବେଳେ ପ୍ରଥମେ ଏକ ବୋଲେରୋ ଗାଡ଼ିଟି ବ୍ରେକ କରିଥିଲା । ତାପଛକୁ ଏକ ନିଲ ରଙ୍ଗର ଆଇ ୧୦ କାର ଏହାର ପଛକୁ ବୋଲେରୋ ମାଲ ବୁହା ଗାଡ଼ି ରହିଥିଲା । ଦ୍ରୁତଗତିରେ ଆସୁଥିବା ଏକ ଆଇଚରଟି ଶେଷରେ ପିକ୍ ଅପ୍ ବୋଲେରୋ କୁ ଧକ୍କା ଦେବାପରେ ଆଗରେ ଥିବା ଆଉ ଦୁଇଟି ଗାଡ଼ିରେ ଧକ୍କା ହୋଇଯାଇଥିଲା । ଏଥିରେ ସବୁଠାରୁ କାର ଟି ଅଧିକ କ୍ଷତିଗ୍ରସ୍ତ ହୋଇଯାଇଛି । ଏଥିରେ ଥିବା କାର ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତିଯାଇଛି । 

ଆହୁରି ପଢନ୍ତୁ : କାଞ୍ଜିପାଣି ଘାଟିରେ ଓଲଟିଲା ବସ : ୧୨ ରୁ ଅଧିକ ଆହତ , ୨ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.