ଭୁବନେଶ୍ବର,୧୮।୧୨ :  ମହିଳା ଫାଇନାନ୍ସ କର୍ମଚାରୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍।  ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର ଟଙ୍କା। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଲେ ଅନ୍ନପୂର୍ଣ୍ଣା ଫାଇନାନ୍ସ କର୍ମଚାରୀ ।  ମହିଳା କର୍ମଚାରୀ  ଜଣକ ରାଜସ୍ବ ଗ୍ରାମରୁ ବାଳକାଟି ଆସୁଥିଲେ। ୨ ଜଣ ଦୁର୍ବୃତ୍ତ ଆପାଚି ବାଇକ୍ ରେ ଆସି  ତାଙ୍କ ବେକରେ କଟୁରୀ ଲଗାଇ  ଠାରୁ ନଗଦ ୫୦ ହଜାର  ଟଙ୍କା ଝାମ୍ପି ନେଇଥିଲେ।