ଭୁବନେଶ୍ୱର, ୧।୯: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଗିରଫ କରିଛି ପୁଲିସ । ମହାରାଜା ବସ୍ତିର ୪ ଜଣ, ସୁକବିହାର ବସ୍ତିର ୩ ଜଣ ଗିରଫ ହୋଇଥିବା ଜଣାରଡ଼ିଛି । ଏନେଇ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।