ଭୁବନେଶ୍ବର,୩/୧୦ : କଟକ କାଠଯୋଡ଼ି ନଦୀରେ ବୁଡ଼ି ନାବାଳକ ନିଖୋଜ । ସିଡିଏ ସେକ୍ଟର ୬ ବାଲିଘାଟ ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ନାବାଳକ ଜଣଙ୍କ କେନ୍ଦ୍ରାପଡ଼ା ମଧୁବନ ଅଞ୍ଚଳର ବୋଲି ଜଣାପଡ଼ିଛି ।