ଆଳି,୧୩/୭ : ଆଳି ଅଞ୍ଚଳରେ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ଆସି କୋଳିଡିହ, ପତ୍ରପୁର ଓ ନରେନ୍ଦ୍ରପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି l ବନ୍ୟାଜଳ ଗାଁ ଭିତରେ ପଶିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ କୋଳିଡ଼ିହ ପଞ୍ଚାୟତ ଦିନିଆରୀ ଗ୍ରାମ୍ୟ ରାସ୍ତା ନିକଟରେ ଆଜି ଏକ ବିଶାଳ କାୟ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି l ଯାହାକୁ ନେଇ କୋଳିଡ଼ିହ ପଞ୍ଚାୟତର ଦିନିଆରୀ,ଇଛାପୁର,ଜାମୁଦଣ୍ଡା,ବିଜୟନଗର ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି l

ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସ...