ପୁରୀ, ୨୨।୧୨: ଜଳିଗଲା ୩ ଫଳ ଦୋକାନ । ପୁରୀ ବଡ଼ଶଙ୍ଖ ପରିବା ମାର୍କେଟରେ ଭୟାବହ ନିଆଁ । ବିଳମ୍ୱିତ ରାତିରେ ୩ଟି ଫଳ ଦୋକାନ ଜଳିଯାଇଥିବା ସୂଚନା ମିଳିଛି । ନିଆଁ ଲାଗି ୩ଟି ଫଳ ଦୋକାନ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।