ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଧନଶ୍ରୀଙ୍କ ବିନା କାହା ସହ ବୁଲୁଛନ୍ତି ଚହଲ ? ଭାଇରାଲ ହେଲା ଫଟୋ

Published By : Prameya | January 19, 2025 9:22 PM

ମୁମ୍ବାଇ, ୧୯/୧ :  ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ବହୁ ସମୟରୁ ତଲାକର ଖବର ଜାରି ରହିଛି । ଏହା ମଧ୍ୟରେ ଚହଲ ଏକ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଚହଲ କୁଆଡେ ବୁଲିବାକୁ ଯାଇଛନ୍ତି । ତାଙ୍କ ସହ ଅନ୍ୟ କେହି ଜଣେ ଅଛନ୍ତି । ଅନ୍ୟପଟେ ଧନଶ୍ରୀ ନିଜ ପ୍ୟାରେଣ୍ଟ୍ସଙ୍କ ଘରେ ଅଛନ୍ତି। ସେ ମା’ଙ୍କ ସହ ଫଟୋ ସେୟାର କରି ଏହି ଅପଡେଟ ଦେଇଥିଲେ । କିନ୍ତୁ ମୁଖ୍ୟ କଥା ଏହା ବି ଅଟେ କି ଉଭୟଙ୍କ ତଲାକ ଉପରେ ଅଫିସିଆଲ ସୂଚନା ମିଳିପାରିନାହିଁ । 

ପ୍ରକାଶ ଯେ, ଚହଲ ଇନଷ୍ଟାଗ୍ରାମରେ ରବିବାର ଏକ ଷ୍ଟୋରୀ ସେୟାର କରିଛନ୍ତି । ଚହଲ ଫଟୋ ଅପଡେଟ କରିଛନ୍ତି । ସେ କୌଣସି ଏକ ରେଷ୍ଟୁରାଣ୍ଟରେ ବସିଛନ୍ତି । ତାଙ୍କ ସହ ଅନ୍ୟ କେହି ଜଣେ ଅଛନ୍ତି।   କିନ୍ତୁ ଚହଲଙ୍କ ସହ କିଏ ଅଛନ୍ତି ଏହାକୁ ନେଇ ସୂଚନା ମିଳିପାରିନାହିଁ । ଚହଲଙ୍କ ସହ ଧନଶ୍ରୀ ବି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି।  ସେ ନିକଟରେ ଏକ ବିଜ୍ଞାପନରେ କାମ କରିଛନ୍ତି।  ଧନଶ୍ରୀ ବିଜ୍ଞାପନ ସହ ଯୋଡ଼ିହୋଇଥିବା  ଅପଡେଟ୍ ସେୟାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.