ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ପବିତ୍ର ରାମ ନବମୀ ପାଇଁ ଘୁଞ୍ଚିବ କେକେଆର-ରାଜସ୍ଥାନ ରୟାଲ୍ସ ମ୍ୟାଚ୍

କୋଲକାତା,୦୨/୦୪: ଚଳିତ ଆଇପିଏଲ୍‌ର କ୍ରୀଡ଼ାସୂଚୀ ଅନୁଯାୟୀ ଆସନ୍ତା ୧୭ ତାରିଖରେ କୋଲକାତା ନାଇଟ୍‌ ରାଇଡର୍ସ ଘରାଇ ଇଡେନ ଗାର୍ଡେନ୍ସରେ ରାଜସ୍ଥାନ ରୟାଲ୍ସକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମାତ୍ର ଏହି ମ୍ୟାଚ୍‌ ଘୁଞ୍ଚାଇବା ପାଇଁ ବେଙ୍ଗଲ୍‌  କ୍ରିକେଟ୍‌ ଆସୋସିଏସନ୍‌ ଅନୁରୋଧ କରିଛି । ଏହି ଦିନ ପବିତ୍ର ରାମ ନବମୀ ।  ତେଣୁ ମ୍ୟାଚ୍‌ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇବା କଷ୍ଟକର ହେବ ବୋଲି  ବେଙ୍ଗଲ୍‌ କ୍ରିକେଟ୍‌ ଆସୋସିଏସନ ପ୍ରକାଶ କରିଛି । 

୧୯ରୁ ପଞ୍ଚିମ ବଙ୍ଗରେ ଲୋକସଭା  ନିର୍ବାଚନ ଆରମ୍ଭ ହେବ । ନିର୍ବାଚନ ପାଇଁ ଅର୍ଦ୍ଧାଧିକ ସୁରକ୍ଷା କର୍ମୀ ନିଯୁକ୍ତ ରହିଛନ୍ତି ।  ବାକି ସୁରକ୍ଷା କର୍ମୀଙ୍କୁ ରମ ନବମୀ ପାଇଁ ମୁତୟନ କରାଯିବ । ତେଣୁ ମ୍ୟାଚ୍‌ରେ ସୁରକ୍ଷା  ଯୋଗାଇବା କଷ୍ଟକର ହେବ । ଉକ୍ତ ମ୍ୟାଚ୍‌ ପାଇଁ ସୁରକ୍ଷା ଯୋଗାଇ ଦେବାକୁ ବେଙ୍ଗଲ୍‌  କ୍ରିକେଟ୍‌ ଆସୋସିଏସନ କୋଲକାତା ପୋଲିସ୍‌କୁ ଲିଖିତ ନିବେଦନ କରିଥିଲା ।  ମାତ୍ର ପୋଲିସ୍‌ ସେହି ଦିନ ସୁରକ୍ଷା ଯୋଗାଇବାକୁ ଅସମର୍ଥ ଥିବା ସ୍ପଷ୍ଟ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.