ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ସୁନା ଗହଣା ସଫେଇ ବାହାନାରେ ମହିଳାଙ୍କ ଠାରୁ ଲୁଟ୍, ଗୋଟିଏ ମଙ୍ଗଳସୂତ୍ର ଓ ୨ ହଳ କାନ ରିଙ୍ଗ୍ ଲୁଟି ନେଲେ ଦୁର୍ବୃତ୍ତ

ଟାଙ୍ଗୀ, ୨୬/୦୮ : ସୁନା ଗହଣା ସଫେଇ ବାହାନାରେ ମହିଳାଙ୍କୁ ଲୁଟ୍। ଟାଙ୍ଗି ଥାନା ବଡ଼ପାରି ପଞ୍ଚାୟତ ନୂଆ ଗାଁରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ନିଜକୁ ରୟାଲ କମ୍ପାନୀ କର୍ମଚାରୀର ପରିଚୟ ଦେଇ ସୁନା ଗହଣା ସଫେଇ କରିବା ବାହାନାରେ ମହିଳାଙ୍କୁ ଲୁଟିଲେ ଦୁର୍ବୃତ୍ତ। ଗୋଟିଏ ମଙ୍ଗଳସୂତ୍ର ଓ ୨ ହଳ କାନ ରିଙ୍ଗ୍ ଲୁଟି ନେଇଛନ୍ତି। ଏହି ଘଟଣା ନେଇ ଟାଙ୍ଗି ଥାନାରେ ଏତଲା ହୋଇଥିବା ଜଣାପଡିଛି। 

ସୂଚନାନୁଯାୟୀ, ଟାଙ୍ଗି ଥାନା ବଡ଼ପାରି ପଞ୍ଚାୟତ ନୂଆ ଗାଁର ଆଶାମଣୀ ନାୟକଙ୍କ ଘରୁ ଲୁଟ୍। ଜଣେ ମହିଳା ଘରେ ଏକା ଥିବା ବେଳେ ଦୁର୍ବୃତ୍ତମାନେ ନିଜକୁ ରୟାଲ କମ୍ପାନୀ କର୍ମଚାରୀର ପରିଚୟ ଦେଇ ସୁନା ଗହଣା ସଫେଇ କରିବାକୁ କହିଥିଲେ। ସୁନା ଗହଣା ସଫା କରିବା ଆଳରେ ଲୁଟେରାମାନେ ଲୁଟ୍ କରିଛନ୍ତି । ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗହଣା ଲୁଟ୍ ହୋଇଛି। ଏତଲା ପରେ ପୋଲିସ ମାମଲା ରୁଜୁ ଜରି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ- 

ସୋରୋରେ ପୁଣି କୁମ୍ଭୀର ଆତଙ୍କ, ପିତlକଳିଆ ନଦୀରେ ପୁଣି ଦେଖାଦେଲା କୁମ୍ଭୀର

  • prameyanews
  • prameya
  • odisha news
  • loot
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.