ପ୍ରମୁଖ ଖବର
  • ବିଜେପି ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ହେଭିଓ୍ବେଟ୍, ଆସନ୍ତା ୮ରେ ରାଜନାଥ ସିଂ, ୯ରେ ନୀତିନ ଗଡ଼କାରୀ, ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଆସନ୍ତା ୧୦ରେ ଦୋହା ଡାଏମଣ୍ଡ୍‌ ଲିଗ୍‌ , କିଶୋରଙ୍କ ସହ ସିଜନ ଆରମ୍ଭ କରିବେ ନୀରଜ ଚୋପ୍ରା
  • ||
  • ଖପୁରିଆ କରତକଳରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ, ଚନ୍ଦନ ଯାତ୍ରା ପାଇଁ ଚିରଟ କାଠ ଗଲା ଶ୍ରୀକ୍ଷେତ୍ର
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ତାଲିକା ପ୍ରସ୍ତୁତି, ଆସନ୍ତା ୯ରେ ଜଷ୍ଟିସ୍‌ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ
  • ||
  • ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି, ୬ ଲେକାସଭା, ୪୨ବିଧାନସଭା ଆସନରେ ଆଜିଠୁ ନାମାଙ୍କନ
  • ||
  • ତୃତୀୟ ପର୍ଯ୍ୟାୟ ମତଦାନ: ୯୩ ଲୋକସଭା ଆସନରେ ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • IPL 2024: ଆଜି ଦିଲ୍ଲୀକୁ ଭେଟିବ ରାଜସ୍ଥାନ, ପ୍ଲେ-ଅଫ୍‌ ସ୍ଥାନ ପକ୍କା ଲକ୍ଷ୍ୟରେ ରୟାଲ୍ସ
  • ||
  • ଶେଷରେ ଶୁଣିଲେ ପ୍ରଭୁ .. ଆଜିଠୁ ତାତିକୁ ଛୁଟି, ଖସିବ ପାରଦ: ୨୦ ଜିଲ୍ଲାରେ ବର୍ଷା ଆଶଙ୍କା
  • ||

ସୋରୋରେ ପୁଣି କୁମ୍ଭୀର ଆତଙ୍କ, ପିତlକଳିଆ ନଦୀରେ ପୁଣି ଦେଖାଦେଲା କୁମ୍ଭୀର

ସୋରୋ, ୨୬/୦୮ : ସୋରୋରେ ପୁଣି କୁମ୍ଭୀର ଆତଙ୍କ। କାଂଶବାଂଶ ନଦୀ ପରେ ପୁଣି ପିତlକଳିଆ ନଦୀରେ କୁମ୍ଭୀର ଦେଖା ଦେଲା। ଗତ ୧୫ ଦିନ ତଳେ କାଂଶବାଂଶ ନଦୀ ତଳେ ସଜନ ପୁର ନଦୀରେ ଏକ ୯ ଫୁଟ ଲମ୍ବ କୁମ୍ଭୀର ଦେଖା ଦେଇଥିଲା।କୁମ୍ଭୀରକୁ ଦେଖିବା ପାଇଁ ନଦୀ କୂଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି। ପୁଣି ଥରେ କୁମ୍ଭୀର ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। 

ସୂଚନାନୁଯାୟୀ, ସୋର ବ୍ଲକ ଚପରପଦା ଗ୍ରାମରେ ଯାଇଥିବା ପିତାକଳିଆ ନଦୀ ହୁଡ଼ାରେ ଶନିବାର ସକାଳେ ଏକ ବିରାଟ କୁମ୍ଭୀର ଦେଖା ଦେଇଥିଲା। କୁମ୍ଭୀରଟି ପ୍ରାୟ ଅଧ ଘଣ୍ଟା ଆଡ଼ିରେ ରହିଥିବା ଗ୍ରାମବାସୀ ଦେଖି ଅନ୍ୟ ଲୋକ ମାନଙ୍କୁ ଡାକିଥିଲେ। ଲୋକମାନେ ଆସି ପାଟି କରିବାରୁ କୁମ୍ଭୀରଟି ପୁଣି ନଦୀକୁ ପଳାଇଥିଲା। ଫଳରେ ନଦୀ କୂଳିଆ ଲୋକମାନେ ଭୟଭୀତ ଅଛନ୍ତି। ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ବନ ବିଭାଗ ଏପର୍ଯ୍ୟନ୍ତ ପହଁଚି ନଥିବା ବେଳେ ଯଥାଶୀଘ୍ର କୁମ୍ଭୀରକୁ କାବୁ କରିବା ପାଇଁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

ଅଧିକ ପଢନ୍ତୁ- 

ସଇନ୍ତଳା SI ଆତ୍ମହତ୍ୟା ପରେ ନିଖୋଜ ଘଟଣା : ସୁସ୍ଥ ହୋଇ ଘରେ ଅଛନ୍ତି କାଜଲ, ରବିବାର କାର୍ଯ୍ୟରେ ଯୋଗ ଦେବେ କହିଲେ ବାପା

  • prameyanews
  • prameya
  • balasore
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.