ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମମତା କୁଲକର୍ଣ୍ଣି ପୁଣି ଥରେ ହେଲେ କିନ୍ନର ଅଖାଡେର ମହାମଣ୍ଡଳେଶ୍ୱର , କହିଲେ– ଦୁଇ ଦିନ ପୂର୍ବରୁ ମୋର ...

Published By : Prameya | February 13, 2025 11:15 PM

ମୁମ୍ୱାଇ : ମମତା କୁଲକର୍ଣ୍ଣିଙ୍କୁ ପୁଣି ଥରେ କିନ୍ନର ଅଖାଡେର ମହାମଣ୍ଡଳେଶ୍ୱର କରାଯାଇଛି। ସେ ଗୁରୁବାର ସୋସିଆଲ ମିଡ଼ିଆରେ ୧ମିନିଟ ୧୪ ସେକେଣ୍ଡର ଭିଡ଼ିଓ ଜାରି କରି କହିଛନ୍ତି ଯେ, ତାଙ୍କର ଗୁରୁ ଡାକ୍ତର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ତାଙ୍କର ଇସ୍ତଫା ସ୍ୱୀକାର କରି ନାହାନ୍ତି। ମନେପକାଇ ଦେଉଛୁ କି , ମମତା ଦୁଇ ଦିନ ପୂର୍ବେ ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ପୋଷ୍ଟ କରି ମହାମଣ୍ଡଳେଶ୍ୱରର ପଦ ଛାଡ଼ିବାକୁ ଘୋଷଣା କରି ଥିଲେ।

ମମତା କୁଲକର୍ଣ୍ଣି କହିଛନ୍ତି ,ମୁଁ ଶ୍ରୀୟାମାଇ ମମତା ନନ୍ଦଗିରି। ଦୁଇ ଦିନ ପୂର୍ବେ ମୋର ପଟ୍ଟା ଗୁରୁ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କ ଉପରେ କିଛି ଲୋକ ଭୁଲ୍‌ ଆକ୍ଷେପ କରିଥିଲେ। ଏଥିରେ ଦୁଃଖୀ ହୋଇ ମୁଁ ନିଜ ପଦରୁ ଇସ୍ତଫା ଦେଇ ସାରି ଥିଲି, କିନ୍ତୁ ସେ ମୋର ଇସ୍ତଫା ନାମଞ୍ଜୁର କରି ଦେଇଛନ୍ତି ଏବଂ ଯେଉଁ ଗୁରୁ ଗିଫ୍ଟ ମୁଁ ଆଚାର୍ଯ୍ୟ ଲକ୍ଷ୍ନୀ ନାରାୟଣ ତ୍ରିପାଠୀଙ୍କୁ ଦେଇଥିଲି, ତାହା ଜଣେ ମହାଣ୍ଡଳେଶ୍ୱର ହେବା ପରେ ଯେଉଁ ଛତା ,ଷ୍ଟିକ୍‌ ଓ ଫ୍ୟାନ୍ ହୋଇ ଥାଏ, ତା ପାଇଁ ଥିଲା। ଯେଉଁ କିଛି ଗୁରୁ ଉପହାର ରହିଛି, ତାହା ଭଣ୍ଡାର ପାଇଁ ସମର୍ପିତ କରିଦିଆ ଯାଇଛି। ମୁଁ ତାଙ୍କର କୃତଜ୍ଞ, ସେ ମୋତେ ପୁଣି ସେହି ପଦରେ ବସାଇଲେ। ଆଗକୁ ପୁଣି ମୁଁ ନିଜର ଜୀବନ କିନ୍ନର ଅଖାଡା ଓ ସନାତନ ଧର୍ମ ପାଇଁ ସମର୍ପତ କରିବି। 

ମମତା କୁଲକର୍ଣ୍ଣି ୨୫ ବର୍ଷ ପୂର୍ବେ ସଂନ୍ନ୍ୟାସ ନେଇଥିଲେ । ୨୦୧୩ ରେ ସେ ନିଜର ପୁସ୍ତକ ‘ଅଟୋବାୟୋଗ୍ରାଫି ଅଫ୍ ଏକ ୟୋଗିନୀ’ ରିଲିଜ କରିଥିଲେ। ଏହି ସମୟରେ, ସେ ଫିଲ୍ମ  ଦୁନିଆକୁ ଅଲବିଦା କହିବା କାରଣ ଦର୍ଶାଇ କହିଥିଲେ , କିଛି ଲୋକ ଦୁନିଆର କାମ ପାଇଁ ଜନ୍ମ ହୋଇଥାନ୍ତି, ଅନ୍ୟପଟେ କିଛି ଈଶ୍ୱରଙ୍କ ପାଇଁ ଜନ୍ମ ହୋଇଥାନ୍ତି । ମୁଁ ଈଶ୍ୱରଙ୍କ ପାଇଁ ଜନ୍ମ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.