ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଅଘଟଣ, ଗାର୍ଡ ବଗି ସହ ୨ ଓ୍ବାଗନ ଲାଇନ୍‌ଚ୍ୟୁତ

Published By : Prameya | January 20, 2025 1:18 PM

ପାରାଦୀପ ୨୦/୦୧:  ପାରାଦୀପ ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ଅଘଟଣ। ଟ୍ରାକ୍‌କୁ ଖସିଲା ମାଲବାହୀ ଟ୍ରେନ୍। ଗାର୍ଡ ବଗି ସହ ଲାଇନ୍‌ଚ୍ୟୁତ ହେଲା ୨ଟି ଓ୍ବାଗନ । ଘଟଣାସ୍ଥଳରେ ରେଲଓ୍ବାର ବରିଷ୍ଠ ଅଧିକାରୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ସୂଚନା ଅନୁଯାୟୀ, ଇଫକୋ କମ୍ପାନୀରୁ ସାର ନେବାକୁ ଆସୁଥିଲା ଏକ ମାଲବାହୀ ଟ୍ରେନ୍ । ରଙ୍ଗିଆଗଡ଼ ରେଲଓ୍ୱେ ଷ୍ଟେସନ ନିକଟରେ ହଠାତ୍ ରେଳଧାରଣା ଖସଯାଇଥିଲା। ଫଳରେ ଗାର୍ଡ ବଗି ସହ ୨ ଓ୍ବାଗନ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ଧରଣର କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଟ୍ରାକରୁ ଖସିଥିବା ଟ୍ରେନ୍‌କୁ କିପରି ଟ୍ରାକକୁ ଆଣିବେ । ସେନେଇ ଉଦ୍ୟମ ଜାରି ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.