ରାଉରକେଲା,୧/୪ : ଷ୍ଟିଲ ସିଟିରେ ସେକ୍ସ ରାକେଟ ଠାବ, ପାଞ୍ଚ ଜଣ ଯୁବତୀ ଉଦ୍ଧାର । ଜଣେ ଗ୍ରାହକ, ଘର ମାଲିକ ସହ ରାଣୀ ମହୁମାଛିକୁ ଅଟକ ରଖିଛି ଝିରିପାଣି ପୋଲିସ । ଜଗଦା ଅଞ୍ଚଳର ଏକ ଘରେ ଚାଲିଥିଲା ସେକ୍ସ କାରବାର । ଘଟଣାକୁ ନେଇ ତଦନ୍ତ ଚଲାଇଛି ଝିରପାଣି ପୋଲିସ।