Child Trafficking Network : ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହରରେ ଭିକ୍ଷା ବୃତ୍ତି କରାଉଛନ୍ତି ରାଜସ୍ଥାନ-ମଧ୍ୟ ପ୍ରଦେଶର ସରପଞ୍ଚ , ଅହମ୍ମଦାବାଦ ପୁଲିସର ବଡ଼ ଖୁଲାସ
ଅହମ୍ମଦାବାଦ : ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ ପାଇଁ ଗୁଜରାଟର ଅହମ୍ମଦାବାଦକୁ ମନୋନୀତ କରାଯାଇଛି। ଅହମ୍ମଦାବାଦ ଖେଳର ଆୟୋଜନ ଅଧିକାର ପାଇବ...