Ahmedabad plane crash: ଭୟଙ୍କର ପ୍ଲେନ୍ କ୍ରାସ୍କୁ ବର୍ଷେ...ଏବେ ବି ମନରେ ଅନେକ ପ୍ରଶ୍ନ, ଆତ୍ମୀୟଙ୍କୁ ହରାଇବାର କ୍ଷତକୁ ଭରଣା କରିନି କ୍ଷତିପୂରଣ
ନୂଆଦିଲ୍ଲୀ,୧୨/୦୬: ଜୁନ୍ ୧୨ ତାରିଖ, ୨୦୨୫ । ସମୟ ଅପରାହ୍ନ ୧ଟା ୩୮ ମିନିଟ୍ । ଗୁଜରାଟର ଅହମ୍ମଦାବାଦରୁ ଉଡ଼ାଣ ଭରେ ବୋଇଙ୍ଗ ୭୮୭ ଡ୍ରିମଲାଇନର ଏ...