Woman Clerk Corruption: ଡିଡବ୍ଲୁଓ କାର୍ଯ୍ୟାଳୟରେ ଲାଞ୍ଚ ଲାଞ୍ଛନା: ସହାୟତା ରାଶି ପାଇଁ ଅର୍ଥ ଦାବି, ଡିଡବ୍ଲୁଓର କିରାଣି ଟଙ୍କା ନେଉଥିବା ଭିଡିଓ ଭାଇରାଲ
ସମ୍ବଲପୁର, ୧୨/୦୬: ଯୁବକଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ମିଳୁଥିବା ସହାୟତା ରାଶିରୁ ଅର୍ଥ(ଲାଞ୍ଚ) ଦାବି କରୁଥିଲେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍...