ନୂଆଦିଲ୍ଲୀ,୨୭/୦୩; ସ୍ପେନର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି କାରୋଲିନା ମାରିନ ଅବସର ଘୋଷଣା କରିଛନ୍ତି । ବିଶ୍ୱର ସବୁଠୁ ସଫଳ ମହିଳା ବ୍ୟାଡମିଣ...