ନୂଆଦିଲ୍ଲୀ,୨୧/୦୪; ବିରାଟ କୋହଲି ଏବଂ ନୋଭାକ୍ ଜୋକୋଭିକ୍ । କ୍ରୀଡା ଜଗତର ଦୁଇ ଷ୍ଟାର । ଜଣେ କ୍ରିକେଟର କିଙ୍ଗ୍ ଆଉ ଜଣେ ଟେନିସର ମୁକୁଟ ବ...