ନୂଆଦିଲ୍ଲୀ,୨୨/୦୪; ପହଲଗାମ ଆତଙ୍କୀ ଆକ୍ରମଣକୁ ବର୍ଷେ ପୁରୁଛି । ଏହି ନରସଂହାରର ମାଷ୍ଟରମାଇଣ୍ଡ ବଡ଼ ଖେଳାଳିର ପର୍ଦ୍ଦାଫାସ ହୋଇଛି । ଜାତୀୟ ଗ...