ପୁରୀ,୨୩/୭ : ବୟସ ମାତ୍ର ୭ବର୍ଷ । ପୁରୀରେ ରଥଯାତ୍ରା ଚାଲିଥିବା ଶୁଣିଲେ । ରଥଯାତ୍ରା ଦେଖିବାକୁ ଦୁଇ ସାଙ୍ଗ ଏକାଠି ହେଲେ । କାହାକୁ କିଛି ନକହ...