ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାସ୍ତାରେ ଜଳିଗଲା ଟାଟା ଏସି ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Suraj Kumar | March 1, 2025 5:22 PM

ନୂଆପଡା,୧।୩ : ଜାତୀୟ ରାଜପଟ ୩୫୩ ନୂଆପଡା ବିଜେପି ଅଫିସ ପାଖରେ ହୁତୁହୁତୁ ହୋଇ ଜଳି ଗଲା ଟାଟା ଏସି ଗାଡି । ନୂଆପଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡ୍ରାଇଭର ଜଣକ ଅଳ୍ପ‌କେ ବର୍ତ୍ତି ଯାଇଛନ୍ତି।

ଏକ ଟାଟା ଏସି ଗାଡି ରାସ୍ତାରେ ଯାଉଥିବା ବେଳେ ହଠାତ ନୂଆପଡା ବିଜେପି ପାର୍ଟି ଅଫିସ ପାଖରେ ନିଆଁ ଲାଗିଯାଇଥିଲା।  ଡ୍ରାଇଭର ଏହା ଦେଖି ତୁରନ୍ତ ଗାଡିରୁ ଓହ୍ବାଇ ପଡିଥିଲେ। ପାଖରେ ଥିବା ପେଟ୍ରୋଲ ପମ୍ପ କର୍ମଚାରୀ ପାଣି ପକାଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଳେ।କିନ୍ତୁ ନିଆଁକୁ ଆୟତ୍ତ କରି ପାରି ନ ଥିଲେ।  ଖବର ପାଇଁ ନୂଆପଡା ଅଗ୍ନିଶବ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ତେବେ କିଛି ସମୟ ପାଇଁ ରାସ୍ତା ଜାମ ହୋଇଥିଲା। ନୂଆପଡା ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ସ୍ଥିତି କୁ ନିୟନ୍ତ୍ରଣ କରିଥିଲା। ବର୍ତ୍ତମାନ ଯାତାୟତ ସ୍ୱାଭାବିକ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.