ସଶକ୍ତ ନାରୀ ସେ ପ୍ରେରଣାଦାୟିନୀ
ବାଧା ବିଘ୍ନ ଟପି ରହିଛି କାହାଣୀ
Women Achievers Of Odisha-2024
ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ SUMMA Real Media PVT LTD: (ପ୍ରମେୟ ନିଉଜ଼୭), (ପ୍ରାଚୀନ ସୋଆ) ର ମିଳିତ ପ୍ରୟାସ ରେ ଆୟୋଜିତ ହେବାକୁ ଯାଉଛି Women's achievers of Odisha 2024 | ଚତୁର୍ଥ ଥର ପାଇଁ ଏହି ମିଳିତ ପ୍ରୟାସ ର ଉଦ୍ୟେଶ୍ୟ ହେଉଛି ମହିଳା ସଶକ୍ତି କରଣ ଓ ସମୃଦ୍ଧି | ଗତ ଥର ଭଳି ଏହି ବର୍ଷ ମଧ୍ୟ ବିଭିର୍ଣ୍ଣ କ୍ଷେତ୍ର ରେ ଉଲେଖନିୟ ସଫଳତା ହାସଲ କରିଥିବା ମହିଳା ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ | ଆପଣ ଜଣେ ନାରୀ ହୋଇ ସମାଜ ପାଇଁ ହୋଇପାରିଛନ୍ତି କି ପ୍ରେରଣାଦାୟିନୀ ? ତେବେ ଆମକୁ ପଠାନ୍ତୁ ଆପଣଙ୍କର ସଂଘର୍ଷ ଏବଂ ସଫଳତା ର କାହାଣୀ | ନିମ୍ନ ଲିଖିତ ଯେକୌଣସି କ୍ଷେତ୍ର ରେ ଯେଉଁମାନେ ନିଜ ଜୀବନ ର ସଂଘର୍ଷ ଓ ସଫଳତା କାହାଣୀ ପଠାଇବାକୁ ଚାହୁଁଛନ୍ତି ସେମାନେ କେବଳ ଗୋଟିଏ ବର୍ଗ ରେ ନାମ ପଞ୍ଜି କରଣ କରି ପାରିବେ | କୌଣସି ବ୍ୟକ୍ତି ସମୂହ କିମ୍ବା ସଂସ୍ଥା ତରଫରୁ ମଧ୍ଯ ସଫଳ ମହିଳାଙ୍କ ସପକ୍ଷରେ ନାମାଙ୍କନ ଦାଖଲ କରାଯାଇପାରିବ।
ଭିଡିଓ
ଫଟୋ ଗ୍ୟାଲେରୀ
NOMINEES OF WAO 2024
PRATYUSHA AMANTA
ANGUL
HARAPRIYA NAYAK
BALASORE
DURGA PRIYADARSANI
BARGARH
KRITIKRISHNA PANDA
BHADRAK
SUPRIYA MISHRA
BOUDH
RANJUBALA BEHERA
CUTTACK
DR BILASINI DWIBEDY
DEOGARH
PUSHPANJALI JENA
DHENKANAL
ITISHREE NAYAK
JAGATSINGHPUR
SHANTILATA DAS
JAJPUR
BANDANA BISWAS
JHARSUGUDA
SANGEETA ROUT
KALAHANDI
RESHMA BEGUM
KENDRAPADA
BHANUMATI BEHERA
KEONJHAR
SANTOSHI DEO
KEONJHAR
SUBHADRA DAS
KHORDHA
SUNITA BEHERA
KHORDHA
KUNDA MAJHI
KORAPUT
SABITA KACHIM
MALKANAGIRI
KALPANA PATRA
MAYURBHANJ
SUCHISMITA PUJARI
NABRANGPUR
SHALINI SAHU
NUAPADA
NILIMA MISHRA
PURI
LAHARI KUNDIKA
RAYAGADA
SABITA PATEL
SAMBALPUR
SUPRAVA DANI
SONEPUR
ANUSHREE DASH
SUNDERGARH
SASMITA DAS
SUNDERGARH
SHAILASHREE PRADHAN
BOLANGIR
MADHUSMITA PATRO
GANJAM
SUMMA Real Media PVT. LTD. ଏବଂ PPRACHIN SOA ତରଫରୁ ଆସନ୍ତା ବିଶ୍ଵ ମହିଳା ଦିବସ ଅବସରରେ ସଫଳ ଉଦ୍ୟୋଗୀ ମହିଳା ମାନଙ୍କୁ ସମ୍ମାନିତ କରାଯିବ।
Special Attraction
Bhagyashree Patwardhan
Bollywood Actress

TITLE SPONSORS

POWERED BY

SPECIAL PARTNER

ASSOCIATE SPONSORS

GIFT PARTNER

SPECIAL GIFT PARTNER

Copyright © 2024 - Summa Real Media Private Limited. All Rights Reserved.