ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମ୍ୟାକ୍ସ ଭର୍ଷ୍ଟାପେନ ଜିତିଲେ କତାର ଗ୍ରାଁପ୍ରି, କ୍ୟାରିୟରରେ ଚତୁର୍ଥ ବିଶ୍ୱ ଟାଇଟଲ ​‌କଲେ ହାସଲ

Published By : Prameya | December 2, 2024 11:53 AM

ଲୁସେନ (କତାର),୦୨/୧୨: ରେଡ୍‌ବୁଲ ଚାଳକ ମ୍ୟାକ୍ସ ଭର୍ଷ୍ଟାପେନ ଚଳିତ ଫର୍ମୁଲା-ୱାନ ସିଜନରେ ଚାମ୍ପିଅନ ହେବା ସହ କ୍ୟାରିୟରରେ ଚତୁର୍ଥ ବିଶ୍ୱ ଟାଇଟଲ ହାସଲ କରିସାରିଛନ୍ତି । ସିଜନର୨୩ତମ ରେସ୍‌ କତାର ଗ୍ରାଁପ୍ରିରେ ସେ ବେଶ ନାଟକୀୟ ଭାବେ ଚାମ୍ପିଅନ ହୋଇଥିଲେ। ମ୍ୟାକଲରେନ ଚାଳକ ଲାଣ୍ଡୋ ନୋରିସ ଏବଂ ଭର୍ଷ୍ଟାପେନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଶେଷରେ ନୋରିସଙ୍କ ତ୍ରୁଟି ହିଁ ତାଙ୍କ ପରାଜୟର କାରଣ  ପାଲଟି ଥିଲା । ତାଙ୍କୁ ମିଳିଥିଲା ପେନାଲ୍ଟି । ଏହାପରେ ଭର୍ଷ୍ଟାପେନ ବିଜୟ ଲାଭ କରିଥିଲେ। 

ଭର୍ଷ୍ଟାପେନ ୧:୩୧:୦୫.୩୨୩ ଟାଇମିଂ  ସହ ପ୍ରଥମ,ଫରାରିର ଚାର୍ଲ୍ସ ଲେକଲେର୍କ  (ଅତିରିକ୍ତ +୬.୦୩୧ ସେକେଣ୍ଡ) ଦ୍ୱିତୀୟ  ଏବଂ ମ୍ୟାକଲରେନର ଓସ୍କାର ପାଏଷ୍ଟ୍ରି  (+୬.୮୧୯ ସେକେଣ୍ଡ) ତୃତୀୟ ସ୍ଥାନ  ହାସଲ କରିଥିଲେ । ସିଜନର ଅନ୍ତିମ ରେସ୍‌  ଆବୁଧାବିରେ ହେବ। ଏହା ଆସନ୍ତା ୮  ତାରିଖରେ ଖେଳାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.