ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଆଠଗଡରେ ଅବକାରୀ ବିଭାଗର ଚଢାଉ, ୮୭୫ ଲିଟର ଦେଶୀ ମଦ ନଷ୍ଟ

ଆଠଗଡ,୩୦।୪: ଆଠଗଡ଼ର ଚକ୍ରଗର ଗାଁରେ ଅବକାରୀ ବିଭାଗର ଚଢାଉ। ବେଆଇନ ଭାବରେ ପକ୍ରିୟାକରଣ କରାଯାଉଥିବା ମଦକୁ ଜବତ କରିଛି ଅବକାରୀ ବିଭାଗ। ଚଢାଉ ବେଳେ ପ୍ରାୟ ୬୯୬୫ ଲିଟର ପୋଚ ଓ ୮୭୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହାଛଡା ଦେଶୀ ମଦ ତିଆରିରେ ବ୍ୟବହୃତ ଅନ୍ୟ ଜିନିଷକୁ ମଧ୍ୟ ଜବତ କରିଛି। 

ଅବକାରୀ ବିଭାଗର ଟିମ୍ ଘଟଣାସ୍ଥଳରେ ଜବତ କରିଥିବା ସାମଗ୍ରୀକୁ ନଷ୍ଟ କରିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଚଢାଉ ବେଳେ ଆଠଗଡ ରେଞ୍ଜର ଆଇଆଇସି, ଓଆଇସି, ନରସିଂହପୁର  ଏକ୍ସାଇଜ୍ ଷ୍ଟେସନ୍ ଓ ଏଏସ୍‌ଆଇ ଏବଂ ଅନ୍ୟ ଷ୍ଟାଫ୍‌ମାନେ ସାମିଲ ଥିଲେ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.