ପ୍ରମୁଖ ଖବର
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ନୂତନ ଇ ସ୍କୁଟି ଶୋରୁମ୍ ଉଦଘାଟିତ

କେନ୍ଦୁଝର ସଦର,୧୦/୫(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ମହକୁମା ଅନ୍ତର୍ଗତ ଘୁଟୁର ଠାରେ ଆଜି ଭେଗ୍ ନାମକ ନୂତନ ଇ ସ୍କୁଟି ଶୋରୁମ୍ ଉଦଘାଟିତ ହୋଇଯାଛି। ଉଦଘାଟନୀ ଉତ୍ସବରେ ମଣ୍ଡୁଆ ସରପଞ୍ଚ କେତୋକି ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲି ଫିତା କାଟି ଭେଗ୍ ଶୋରୁମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଭେଗ୍ ଶୋରୁମ ଜିଲ୍ଲାର ଅନ୍ୟ ଶୋରୁମ ଅନୁସାରେ ଅନ୍ୟତମ । ଏଠାରେ ବିଭିନ୍ନ ମଡେ଼ଲର  ସ୍କୁଟି ରହିଛି । ୪୫ ହଜାରରୁ ଆରମ୍ଭ କରି ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୬ ପ୍ରକାର ମଡେଲର ଲିଡ୍ ଏବଂ ଲିଥିୟମ ବ୍ୟାଟେରୀର ଗାଡ଼ି ରହିଛି । ସମସ୍ତ ସ୍କୁଟିରେ ଟ୍ୟାପ୍ ଲୋନ୍ କୋଟେଟ୍ ସିଷ୍ଟମ୍ ଥିବାରୁ ସହଜରେ ନିଆଁ ଲାଗିବାର ସମ୍ଭାବନା ନଥିବା ବେଳେ ବର୍ଷା ଦ୍ବାରା ମଧ୍ଯ ବ୍ୟାଟେରୀ ମୋଟର ସୁରକ୍ଷିତ ରହିବା ଭଳି ଗାଡ଼ି ରହିଛି । ଯୁବ ବ୍ୟବସାୟୀ ଅଭିମନ୍ୟୁ ପରିଡା ସମେତ ପରିବାର ବର୍ଗ ଉପସ୍ଥିତ ରହି ଶୁଭ ଉଦଘାଟନ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.