ପ୍ରମୁଖ ଖବର
  • ଠାକୁରଡ଼ିହି ଛକରେ କଳ୍ପନା ପରିବହନ ସଂସ୍ଥାର କର୍ମଚାରୀଙ୍କୁ ବନ୍ଦୁକ ମୁନରେ ଲୁଟ୍, ୧୩ ଲକ୍ଷରୁ ଅଧିକ ଟଙ୍କା ନେଇ ଗଲେ ଦୁର୍ବୃତ୍ତ
  • ||
  • ବାହାରିଲା ICSE ଦଶମ ଓ ଦ୍ୱାଦଶ ରେଜଲ୍ଟ, ୱେବ୍‌ସାଇଟ୍‌ରେ ମାର୍କ ଉପଲବ୍ଧ
  • ||
  • ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଇଡିର ରେଡ୍, ସହାୟକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା
  • ||
  • ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କନିଷି ପଡ଼ିଆରେ କରିବେ ପ୍ରଚାର
  • ||
  • ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ “ପଇତାଲାଗି ନୀତି”, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ସୋମବାରଠୁ OJEE ପ୍ରବେଶିକା: ପରୀକ୍ଷା ଦେବେ ୬୫, ୭୪୨ ଶିକ୍ଷାର୍ଥୀ, ମେ’ ୧୦ ଯାଏ ଏକ୍‌ଜାମ୍
  • ||
  • କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଭବାନୀପାଟଣା ଓ ଖଡିଆଳରେ ଜନସଭାରେ କରିବେ ପ୍ରଚାର
  • ||
  • ଖମ୍ବେଶ୍ୱରୀପାଲି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇ- ହାଇଦ୍ରାବାଦ ଲଢ଼େଇ, ଇଣ୍ଡିଆନ୍ସ ପାଇଁ ‘କର ବା ମର’
  • ||
  • ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ପାୱାର ସୋ’: ଆଜି ବ୍ରହ୍ମପୁର, ନବରଙ୍ଗପୁରରେ କମ୍ପିବ ପ୍ରଚାର ମଇଦାନ୍
  • ||
  • ୨୧ ଦିନ ହେବ ଜଳୁଛି ଓଡ଼ିଶା, ଆଜି ବି କମିବନି ପ୍ରକୋପ; ୭ରୁ ବର୍ଷା ଆଶା, କମିବ ଯନ୍ତ୍ରଣା
  • ||

ସନସ୍କ୍ରିନ୍‌ ଲଗେଇବା ଦ୍ୱାରା ଚେହେରା କଳା ପଡ଼ିଯାଏ କି ? ଜାଣନ୍ତୁ ଏହାକୁ ବ୍ୟବହାର କରିବାର ଉପାୟ

ନୂଆଦିଲ୍ଲୀ : ସ୍କିନ୍‌କେୟାର ରୁଟିନ୍‌ରେ ସନସ୍କ୍ରିନ୍‌କୁ ସାମିଲ କରିବା ଖୁବ୍‌ ଜରୁରୀ ହୋଇଥାଏ। ବାସ୍ତବରେ, ସୂର୍ଯ୍ୟଙ୍କର ଅଲଟ୍ରାଭାଓଲେଟ୍‌ ରଶ୍ମୀ ଖୁବ୍‌ କ୍ଷତିକର ହୋଇଥାଏ। ଏହା ଚର୍ମ ଭିତରକୁ ଯାଇ କ୍ଷତି କରିଥାଏ। ସୂର୍ଯ୍ୟଙ୍କର ଏହି ଅଲଟ୍ରାଭାଓଲେଟ୍‌ ରଶ୍ମୀରୁ ରକ୍ଷା ପାଇବା ପାଇଁ ସନସ୍କ୍ରିନ୍‌ ଲଗାଇବାକୁ ପରାମର୍ଶ ଦିଆଯାଏ। ସନସ୍କ୍ରିନ୍‌ ବ୍ୟବହାର କରିବାକୁ ନେଇ ଲୋକଙ୍କର ଅନେକ ପ୍ରକାରର ଭିନ୍ନ ବିଚାର ରହିଛି। କିଛି ଲୋକଙ୍କ କହିବାନୁସାରେ, ସନସ୍କ୍ରିନ୍‌ ଲଗାଇବା ଦ୍ୱାରା ତାଙ୍କ ସ୍କ୍ରିନ୍‌ ଡଲ୍‌ ଓ ଡାର୍କ ଲାଗେ। କିନ୍ତୁ ବାସ୍ତବରେ କଣ ଏମିତି ହୋଇଥାଏ ? ଆସନ୍ତୁ ଜାଣିବା, ପ୍ରକୃତରେ କଣ ସନସ୍କ୍ରିନ୍‌ ସ୍କିନ୍‌କୁ ଡାର୍କ କରିଥାଏ ଏବଂ ଏହାକୁ ଲଗେଇବାର ସଠିକ୍‌ ଉପାୟ କଣ ହୋଇଥାଏ। 

ଛୋଟ ଶିଶୁକୁ ଏସି- କୁଲରରେ ଶୋଇବା ସମୟରେ ଧ୍ୟାନ ରଖନ୍ତୁ ଏହି କଥା , ସ୍ୱାସ୍ଥ୍ୟ ଖରାପ ହେବ ନାହିଁ

ଯଦି ଆପଣଙ୍କ ମତରେ ସନସ୍କ୍ରିନ୍‌ ଲଗାଇବା ଦ୍ୱାରା ସ୍କିନ୍‌ ଡାର୍କ ହୋଇଥାଏ, ଏହା ସତ ନୁହେଁ, ବରଂ ସନସ୍କ୍ରିନ୍‌ରେ ଥିବା ହ୍ୱାଇଟ୍‌ କାଷ୍ଟ କାରଣକୁ ଆପଣଙ୍କ ସ୍କିନ୍‌ ଡାର୍କ ନଜର ଆସି ପାରେ। ଯଦି ସନସ୍କ୍ରିନ୍ ଲଗାଇବା ପରେ ସ୍କିନ୍‌ କଳା ଦେଖାଯାଉଛି ତ ଡ଼ରନ୍ତୁ ନାହିଁ, କାରଣ ଏହା ସବୁଦିନ ପାଇଁ ହୋଇ ନଥାଏ , ଏହାର ଇଫେକ୍ଟ କେବଳ କିଛି ସମୟ ପାଇଁ ରହିଥାଏ। ପ୍ରକୃତ କଥା ହେଲା ସନସ୍କ୍ରିନ୍‌ ଆମ ଚର୍ମକୁ ସୂର୍ଯ୍ୟ କିରଣ ଖରାପ ପ୍ରଭାବରୁ ସୁରକ୍ଷିତ ରଖେ। 

ସନସ୍କ୍ରିନ ଲଗେଇବା ପୂର୍ବରୁ ଚେହେରାରେ ମଶ୍ଚରାଇଜର ଲଗାନ୍ତୁ। ମଶ୍ଚରାଇଜର ଓ ସନସ୍କ୍ରିନ ଲଗାଇବା ମଧ୍ୟରେ ଅତି କମ୍‌ରେ ୧୫ରୁ ୨୦ ମିନିଟ୍‌ର ଗ୍ୟାପ ରଖନ୍ତୁ। ଧ୍ୟାନ ରଖନ୍ତୁ କି, ଘରୁ ବାହାରକୁ ଯିବାର ଅଧ ଘଣ୍ଟା ପୂର୍ବରୁ ସନସ୍କ୍ରିନ୍ ଲଗାନ୍ତୁ। ଚେହେରା ବ୍ୟତୀତ ବେକ , କାନ , ହେୟାରଲାଇନ୍‌ ଉପରେ ମଧ୍ୟ ସନସ୍କ୍ରିନ୍‌ ଲଗାଇବା ଉଚିତ। ଯଦି ଆପଣ ଅଧିକ ସମୟ ପାଇଁ ବାହାରେ ରହୁଛନ୍ତି ତ, ଦିନରେ ଦୁଇଥର ସନସ୍କ୍ରିନ୍‌ ଲଗାନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.