ଭୁବନେଶ୍ବର,୩।୫ : ଭୁବନେଶ୍ବର ତହସିଲର ୨ ଅତିରିକ୍ତ ତହସିଲଦାର ନିଲମ୍ବିତ।  ନିଲମ୍ବିତ ୨ ଅତିରିକ୍ତ ତହସିଲଦାର ହେଲେ ନାରାୟଣ ସେଠୀ, ଗୀତୁ ବେହେରା। ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି।  ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ୨ ଅତିରିକ୍ତ ତହସିଲଦାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ରହି କାର୍ଯ୍ୟ କରିବେ। ବିନା  ଅନୁମତିରେ ସେମାନେ ହେଡକ୍ବାର୍ଟର ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି।