ପ୍ରମୂଖ ଖବର
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ପାରାଦୀପରେ ଲାଗିଲା ୨ ଜାହାଜ: ଜାହାଜରେ ପାକିସ୍ତାନୀ ନାବିକଙ୍କୁ ନେଇ ହାଇ ଆଲର୍ଟ, ଯାଞ୍ଚ କଡାକଡି

Published By : Harapriya Sethi | May 14, 2025 9:52 AM

ପାରାଦୀପ,୧୪/୦୫: ପାରାଦୀପ ବନ୍ଦରରେ ଲାଗିଲା ଦୁଇଟି ଜାହାଜ ମହାଆରତୀ ଓସିରିନୀ ୨ ଜାହାଜ। ଏହି ଦୁଇ ଜାହାଜରେ ପାକିସ୍ତାନୀ କ୍ରିୟୁ ସଦସ୍ୟ ରହିଛନ୍ତି । ବର୍ତ୍ତମାନ ଭାରତ- ପାକିସ୍ଥାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହାକୁ ନେଇ ପାରାଦୀପରେ ହାଇ ଆଲର୍ଟ ଜାରି କରାଯାଇଛି । ମହା ଆରତୀ ଜାହାଜରେ ଥର୍ମାଲ କୋଲ ରହିଥିବା ବେଳେ ସିରିନୀ ୨ ଜାହାଜରେ ତୈଳ ରହିଛି । ଯାହା ସମୁଦ୍ରର ସିଙ୍ଗଲ ବୋରିଂ ପଏଣ୍ଟରୁ ତୈଳ ଖଲାସ କରାଯିବ। 

ଏଥିପାଇଁ ଇମିଗ୍ରେସନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯିବା ସହ ସାମୁଦ୍ରିକ ଥାନା,କଷ୍ଟମ ବିଭାଗ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି । ଭାରତୀୟ ତଟ ରକ୍ଷକ ବାହିନୀ ଓ ସିଆଇଏସଏଫ୍ ପକ୍ଷରୁ ପଣ୍ୟ ଖଲାସ ପର୍ଯ୍ୟନ୍ତ ସୁରକ୍ଷା କଡ଼ାକଡ଼ି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.