ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

କେନ୍ଦ୍ର କର୍ମଚାରୀଙ୍କ ଅବସର ବୟସରେ ହେବ କି ପରିବର୍ତ୍ତନ ? ଜାଣନ୍ତୁ କ’ଣ କହିଲେ ସରକାର...

Published By : Prameya | March 19, 2025 8:33 PM

ନୂଆଦିଲ୍ଲୀ,୧୯।୩: ବଦଳିକ କି କେନ୍ଦ୍ର କର୍ମଚାରୀଙ୍କ ଅବସର ବୟସ ? ଏହାର ଉତ୍ତରରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ  ଜିତେନ୍ଦ୍ର ସିଂହ କହିଛନ୍ତି ସରକାର ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାନ୍ତି। ବୁଧବାର ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ପରିଷଦଠାରୁ କର୍ମଚାରୀମାନଙ୍କ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ମିଳିନାହିଁ। କେନ୍ଦ୍ର ଓ ବିଭିନ୍ନ ରାତ୍ୟ ସରକାରଙ୍କ କର୍ମଚାରୀଙ୍କ ଅବସର ବୟସର ବିବରଣୀ ଓ ତାଙ୍କର ଅବସର ବୟସରେ ଅସମାନତା କାରଣର ପ୍ରଶ୍ନ ଉପରେ ସିଂହ କହିଛନ୍ତି, ସରକାରରେ ଏଭଳି କୌଣସି ଡାଟା କେନ୍ଦ୍ରୀୟ ରୂପରେ  ରଖାଯାଏନି, କାରଣ ବିଷୟ ରାଜ୍ୟର ସୂଚୀରେ ଆସିଥାଏ।’'

ଏହା ବ୍ୟତୀତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବୁଧବାର ଦିନ କହିଛି ଯେ ବୃଦ୍ଧ ପେନସନଭୋଗୀଙ୍କୁ ଅତିରିକ୍ତ ପେନସନ ଦିଆଯାଇଛି। କାରଣ ଏହା ସେମାନଙ୍କ ଆବଶ୍ୟକତା ବିଶେଷକରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅବସ୍ଥାକୁ ବିଚାର ଦିଆଯାଏ। କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ପେନସନ ପ୍ରଦାନକାରୀ କର୍ତ୍ତୃପକ୍ଷ/ବ୍ୟାଙ୍କ ଦ୍ୱାରା  ପେନସନଭୋଗୀ/ପରିବାର ପେନସନଭୋଗୀଙ୍କୁ ଅତିରିକ୍ତ ପେନସନ ସ୍ୱୟଂଚାଳିତ ଭାବରେ ପ୍ରଦାନ କରାଯାଏ। 

ମନ୍ତ୍ରୀଙ୍କ କହିବା ଅନୁସାରେ, ଷଷ୍ଠ କେନ୍ଦ୍ରୀୟ ବେତନ କମିଶନ (ସିପିସି)ର ସୁପାରିଶ ଅନୁଯାୟୀ ସରକାର ୮୦ ବର୍ଷ ବୟସରେ ୨୦ ପ୍ରତିଶତ, ୮୫ ବର୍ଷ ବୟସରେ ୩୦ ପ୍ରତିଶତ, ୯୦ ବର୍ଷ ବୟସରେ ୪୦ ପ୍ରତିଶତ, ୯୫ ବର୍ଷ ବୟସରେ ୫୦ ପ୍ରତିଶତ ଏବଂ ୧୦୦ ବର୍ଷ ବୟସରେ ଶତ ପ୍ରତିଶତ ଅତିରିକ୍ତ ପେନସନ ମଞ୍ଜୁର କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.