ନୂଆପଡା, ୨।୧୧ :  ନୂଆପଡା ମୁଖ୍ୟ ଚିକିତ୍ସାଳୟ ସାତ ମହଲା କୋଠା ରୁ ଡେଇଁ ସିକ୍ୟୁରିଟି ଗାର୍ଡ ମୃତ। ମୃତକ ସ୍ଥାନୀୟ ପଲସାଗୁଡାର ଲଘୁତମ ସାହୁ।ମାନସିକ ଚାପ ରୁ ମୃତ୍ୟୁ ହୋଇଥିବା ଅଭିଯୋଗରେ ଡାକ୍ତରଖାନା ପରିସରରେ ସ୍ଥାନୀୟ ଲୋକଙ୍କ ହୋ ହାଲ୍ଲା କରିବା ସହ ଉତ୍ତେଜନା ଦେଖା ଦେଇଛି।  ମୃତ ପରିବାରଙ୍କୁ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ସ୍ଥାନୀୟ ଯୁବକ ଅବରୋଧ କରିଛନ୍ତି। । ଘଟଣା ସ୍ଥଳରେ ନୂଆପଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।