PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଛାତରୁ ଖସି ଟ୍ରାଫିକ୍ ହାବିଲଦାରଙ୍କ ମୃତ୍ୟୁ

ଜଗତସିଂହପୁର, ୨୯।୩: ଜଗତସିଂହପୁର ଥାନାରେ କାର୍ଯ୍ୟରତ ଟ୍ରାଫିକ୍ ହାବିଲଦାର କଣ୍ଡୁରୀ ଚରଣ ବେହେରାଙ୍କ ୪୮ ବର୍ଷରେ ମୃତ୍ୟୁ ହୋଇଛି l ସହରର ପାଣିସାଳିଆସ୍ଥିତ ନବନିର୍ମିତ ଘରେ ପାଣି ଦେବା ସମୟରେ ଛାତର ଧାରରୁ ତଳକୁ ଖସି ପଡ଼ିଥିଲେ l ଅସାବଧାନତା ବଶତଃ ଉଚ୍ଚସ୍ଥାନରୁ ଖସି ପଡ଼ିବା ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଏଠି କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କଣ୍ଡୁରୀଙ୍କ ଦେହାନ୍ତରେ ଜିଲ୍ଲା କନେଷ୍ଟବଳ ହାବିଲଦାର ସଙ୍ଘ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି l

ସମ୍ବନ୍ଧିତ ଖବର