PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଫଗାନିସ୍ତାନର ଧାର୍ମିକ ବିଦ୍ୟାଳୟରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ, ୨୦ରୁ ଅଧିକ ଗୁରୁତର…
  • ||
  • HSRP ମାମଲା : ୧,୨,୩ ଏବଂ ୪ ନମ୍ଵର ପାଇଁ ଆଉ ଏକ ମାସ ସମୟ ସୀମା ବୃଦ୍ଧି
  • ||
  • ଭୁବନେଶ୍ଵର : ପୁରୀରେ ନିର୍ମାଣ ହେବ କୁଲତା ସମାଜର ଧର୍ମଶାଳା, ସୁନାମୁହିଁରେ ୧ ଏକର ଜାଗା ଓ ୩ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ମୈଦଲପୁର : ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ୪ ଆହତ
  • ||
  • ତେଲକୋଇ : ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ରେଢ଼ାଖୋଲ : ଔଷଧ ବୋଝେଇ କଣ୍ଟେନର ଧକ୍କାରେ ୪ ପିକଅପ୍ ଭ୍ୟାନ୍ ଚୂରମାର
  • ||
  • ଭୁବନେଶ୍ଵର : ATM ଭିତରେ ପଶିଲା ନାଗ, ଦେଢ ଘଣ୍ଟା ପରେ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ
  • ||
  • ଭୁବନେଶ୍ଵର : ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ରାତ୍ରି ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରେକର୍ଡ
  • ||
  • ନାରାୟଣପାଟଣା : ଝାଙ୍କିରିକାରିଲି ଗାଁ ପାହାଡ଼ରେ ମାତିଛି ମହାବଳ, ପୁଣି ଏକ ଛେଳିକୁ ମାରି ଖାଇଲା ବାଘ
  • ||
  • ଆଠମଲ୍ଲିକ : ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ବର୍ଷକର ଅମଳ ଫସଲ
  • ||

ଆକବରଙ୍କ ସବୁଠାରୁ ସୁନ୍ଦରୀ ରାଣୀ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିଲା ଏମିତି…

ଆକବର ଯୋଦ୍ଧା ବାଈଙ୍କୁ ବହୁତ ଭଲ ପାଉଥିଲେ । ଯୋଦ୍ଧା ବାଈ ହିଁ ସେହି ରାଣୀ ଥିଲେ ଯିଏ ଆକବରଙ୍କ ବଂଶ ଆଗକୁ ବଢାଇଥିଲେ । କିନ୍ତୁ ଇତିହାସରେ ଯୋଦ୍ଧାଙ୍କ ମୃତ୍ୟୁ ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ପ୍ରମାଣ ମିଳିନାହିଁ ।

କିଛି ଐତିହାସିକ କୁହନ୍ତି ଯେ ଯୋଦ୍ଧାଙ୍କ ମୃତ୍ୟୁର କାରଣ ଥିଲା ଏକ ଅଜବ ରୋଗ । ନିଜ ବଡ ପୁଅ ସଲିମଙ୍କ କୁକର୍ମ ଯୋଗୁଁ ଅତ୍ୟନ୍ତ ଚିନ୍ତିତ ରହୁଥିଲେ ଏବଂ ରୋଗରେ ପଡିପଡି ଦିନେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଗଲା । ୧୬ ଜୁନ୍ ୧୬୨୩ରେ ଆଗ୍ରାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସଲିମ୍ ଯୋଦ୍ଧାଙ୍କ ମୃତଦେହକୁ ଆକବରଙ୍କ କବର ନିକଟରେ ପୋତିଦେଇଥିଲେ ।

ସମ୍ବନ୍ଧିତ ଖବର