PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଆକବରଙ୍କ ସବୁଠାରୁ ସୁନ୍ଦରୀ ରାଣୀ ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିଲା ଏମିତି…

ଆକବର ଯୋଦ୍ଧା ବାଈଙ୍କୁ ବହୁତ ଭଲ ପାଉଥିଲେ । ଯୋଦ୍ଧା ବାଈ ହିଁ ସେହି ରାଣୀ ଥିଲେ ଯିଏ ଆକବରଙ୍କ ବଂଶ ଆଗକୁ ବଢାଇଥିଲେ । କିନ୍ତୁ ଇତିହାସରେ ଯୋଦ୍ଧାଙ୍କ ମୃତ୍ୟୁ ସମ୍ପର୍କରେ କିଛି ନିର୍ଦ୍ଧିଷ୍ଟ ପ୍ରମାଣ ମିଳିନାହିଁ ।

କିଛି ଐତିହାସିକ କୁହନ୍ତି ଯେ ଯୋଦ୍ଧାଙ୍କ ମୃତ୍ୟୁର କାରଣ ଥିଲା ଏକ ଅଜବ ରୋଗ । ନିଜ ବଡ ପୁଅ ସଲିମଙ୍କ କୁକର୍ମ ଯୋଗୁଁ ଅତ୍ୟନ୍ତ ଚିନ୍ତିତ ରହୁଥିଲେ ଏବଂ ରୋଗରେ ପଡିପଡି ଦିନେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଗଲା । ୧୬ ଜୁନ୍ ୧୬୨୩ରେ ଆଗ୍ରାରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସଲିମ୍ ଯୋଦ୍ଧାଙ୍କ ମୃତଦେହକୁ ଆକବରଙ୍କ କବର ନିକଟରେ ପୋତିଦେଇଥିଲେ ।

ସମ୍ବନ୍ଧିତ ଖବର