PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ରିଲିଜ ହେଲା ‘ଆର୍ଟିକଲ୍ ୧୫’ର ଦମଦାର୍ ଟିଜର

ନୁଆଦିଲ୍ଲୀ ୨୭/୫: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକଲ୍ ୧୫’ର ଟିଜର ଆଜି ରିଲିଜ ହୋଇଯାଇଛି । ଫିଲ୍ମର ଟିଜର ଆରମ୍ଭରେ ସମ୍ବିଧାନର ‘ଆର୍ଟିକଲ୍ ୧୫’ର କିଛି ପକ୍ତିଂ ପଢାଯାଉଛି ଯାହାକି ଆୟୁଷ୍ମାନ ଖୁରାନାଙ୍କ ସ୍ୱରରେ ଶୁଣିବାକୁ ମିଳୁଛି । ଆୟୁଷ୍ମାନ ବ୍ୟାକଗ୍ରାଉଣ୍ଡରେ କହୁଛନ୍ତି ଯେ ଦେଶରେ ସମତାର ଅଧିକାର ରହିଛି । ଏହି ଆଧାରରେ ଧର୍ମ, ଜାତି,ଲିଙ୍ଗ ଓ ଜନ୍ମସ୍ଥାନ କିମ୍ବା କୌଣସି ବି ଆଧାରରେ ରାଜ୍ଯ ନିଜ ନାଗରିକଙ୍କ ଉପରେ ଭେଦଭାବ କରିପାରିବ ନାହିଁ । ଏହା ଦେଶର ବଡ ମୁଦ୍ଦା ଏବଂ ଏହି ଆଧାରରେ ଅନେକ ଥର ଲୋକଙ୍କ ଚିତାରେ ରାଜନୀତି କରାଯାଇଛି । କହିରଖୁଛୁ ଫିଲ୍ମକୁ ଅଭିନବ ସିହ୍ନା ଡାଇରେକ୍ଟ କରିଛନ୍ତି ।

ଫିଲ୍ମର ଟିଜରକୁ ଆୟୁଷ୍ମାନ ଖୁରାନା ଓ ଆର୍ଟିକଲ୍ ୧୫ର ପୁରା ଟିମ୍ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି । ଏହା ସହିତ ଫିଲ୍ମର ଟ୍ରେଲର ରିଲିଜର ସୂଚନା ମଧ୍ଯ ଆୟୁଷ୍ମାନ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି ।

ଫିଲ୍ମର ଟିଜର ଦେଖି ଜଣାପଡୁଛି ଏଥିରେ ଗତ ଦିନମାନଙ୍କରେ ହୋଇଥିବା ଧର୍ମ, ଜାତିକୁ ନେଇ ହୋଇଥିବା ମୁଦ୍ଦା ଉପରେ ନିର୍ମାଣ ହୋଇଛି । ତେବେ ଫିଲ୍ମରେ ଆୟୁଷ୍ମାନଙ୍କ ବ୍ଯତୀତ ଇଶା ତଲୱାର, ଜିଶାନ୍ ଅୟୁବ୍, ସୟାନୀ ଗୁପ୍ତା, କୁମୁଦ ମିଶ୍ର, ଏମ୍ ନାସ୍ସର, ଆଶିଷ ବର୍ମା  ଆଦି କଳାକାରମାନେ ମୁଖ୍ୟ ଭୂମିକାରେ ନଜର ଆସିବେ ।

ସମ୍ବନ୍ଧିତ ଖବର