ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବିଗ୍ ବ୍ୟାଶ ଲିଗରେ ମ୍ୟାଚ୍ ସମୟରେ ପଡ଼ିଆରେ ଲାଗିଲା ନିଆଁ, ଅମ୍ପାୟର୍ସ ରୋକିଲେ ମ୍ୟାଚ୍

Published By : Gurupada Nath | January 16, 2025 10:27 PM

ନୂଆଦିଲ୍ଲୀ, ୧୬/୧ : ଏବେ ଅଷ୍ଟେ୍ରଲିଆରେ ଖେଳାଯାଉଥିବା ବିଗ୍ ବ୍ୟାଶ ଲିଗର ୩୬ତମ ମୁକାବିଲା ସମୟରେ ପଡ଼ିଆରେ ନିଆଁ ଲାଗିଯାଇଛି । ଟୁର୍ଣ୍ଣାମେଣ୍ଟର ଏହି ମ୍ୟାଚ୍ ହୋବାର୍ଟ ହରିକେଂସ ଏବଂ ବ୍ରିସ୍ବେନ ହିଟ୍ ମଧ୍ୟରେ ଖେଳାଯାଉଥିଲା । ଯେଭଳି ଭାବେ ପଡ଼ିଆରେ ନିଆଁ ଲାଗିଲା, ଅମ୍ପାୟର୍ସ ମ୍ୟାଚକୁ ସଙ୍ଗେ ସଙ୍ଗେ ଅଟକାଇଦେଇଥିଲେ । ନିଆଁ ଲାଗିବାର ଭିଡ଼ିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ଏହି ନିଆଁ ଲାଗିବା ଘଟଣା ଦ୍ବିତୀୟ ପାଳିରେ ହୋଇଥିଲା ଯେତେବେଳେ ହୋବାର୍ଟ ହରିକେନ୍ସଙ୍କ ଟିମ୍ ରନ୍ ଚେଜ କରିବା ଲାଗି ପଡ଼ିଆରେ ଥିଲା । ଭିଡ଼ିଓରେ ଦେଖାଯାଉଛି କି ଯେଉଁଠାରେ ଡିଜେ ଲାଗିଥିଲା ସେହିଠାରେ ଅଚାନକ ନିଆଁ ଲାଗିଥିଲା । ନିଆଁକୁ ଦେଖି ମୈଦାନରେ ଥିବା କର୍ମଚାରୀ ତୁରନ୍ତ ଆକ୍ସନରେ ଆସିଥିଲେ ଏବଂ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଷ୍ଟାଫର ଲୋକମାନେ ନିଆଁ ଲାଗିବା ସ୍ଥାନରେ ପହଞ୍ଚିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.