ମୁମ୍ବାଇ, ୫/୩ : ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ହାଇଭୋଲଟେଜ୍ ସେମି ମୁକାବିଲା । ୨୫୩ ରନ ଭାରତ କରିଥିବାବେଳେ ଏହାକୁ ପିଛା କରୁଛି ଇଂଲଣ୍ଡ । ତେବେ ଏହି ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଛି । କେଉଁ ଦଳ ଫାଇନାଲକୁ ଯିବ ଏହାକୁ ନେଇ ସମସ୍ତଙ୍କ ନଜର ରହିଛି । ତେବେ ଓ୍ବାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ ଦେଖିବା ପାଇଁ ବହୁ ସେଲିବ୍ରିଟି ମାନେ ପହଞ୍ଚିଥିବା ଦେଖିବାକୁ ମିଳିଛି ।
WANKHEDE VIBES ON ANOTHER LEVEL! 🏟️✨
— Akaran.A (@Akaran_1) March 5, 2026
The stands packed with legends and stars — Dhoni, Rohit, KL Rahul, Ranbir, Alia Bhatt, Anil Kapoor, Varun Dhawan, Nita & Mukesh Ambani, ICC Chairman Jay Shah, ICC CEO — all witnessing the action live! 🥶💛#WankhedeStadium #T20WorldCup2026 pic.twitter.com/osFaTcgSuU
ବଲିଉଡ ସୁପରଷ୍ଟାର ରଣବୀର କପୁର ପତ୍ନୀ ଆଲିଆ ଭଟ୍ଟ ଏବଂ ଝିଅ ସହ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଛନ୍ତି । ଅଭିନେତା ଅନୀଲ କପୁରଙ୍କ ସହ ବରୁଣ ଧାଓ୍ବନ ମଧ୍ୟ ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କୁ ଚିୟରଅପ କରୁଥିବା ଦେଖିବାକୁ ମିଳିଛି । ସେପଟେ ଅମ୍ବାନୀ ପରିବାର ମଧ୍ୟ ଉପସ୍ଥିତ ରହିଛନ୍ତି । ଏହାସହ ଭାରତୀୟ କ୍ରିକେଟର ରୋହିତ ଶର୍ମା ମହେନ୍ଦ୍ର ସିଂହ ଧୋନୀ ଏବଂ କେଏଲ ରାହୁଲ ମଧ୍ୟ ମ୍ୟାଚ ଦେଖିବାକୁ ମଇଦାନରେ ଉପସ୍ଥିତ ।
Bollywood In Wankhede #INDvsENG #VarunDhawan #AnilKapoor pic.twitter.com/4qY0nXhEug
— Bheemendra Pratap (@BheemendraP) March 5, 2026
KL RAHUL AND AHAN SHETTY AT WANKHEDE STADIUM TO SUPPORT TEAM INDIA 🇮🇳🔥 pic.twitter.com/V8ULxmLdi1
— MD Raju 🇮🇳 (@MDRaju_Live) March 5, 2026