PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଜିଲ୍ଲା

ବୌଦ୍ଧ, ୧୧/୦୮ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୁଣିବାହାଲରେ ବିଭତ୍ସ ହତ୍ୟା। ବଡ଼ ଭାଇକୁ ପିଟିପିଟି ମାରିଦେଲେ ବାପା ଓ ପୁଅ। ମୃତକ ହେଲେ ଯୁବରାଜପୁର...

ରାୟଗଡ଼ା, ୧୧/୦୮ : ପୁଣି ଜନନୀ ଯନ୍ତ୍ରଣା। ଭାରରେ ବୁହାହେଲେ ଗର୍ଭବତୀ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଏଭଳି ଘଟଣା...

ଖୁଣ୍ଟା,୧୧/୦୮: ରାଜ୍ୟ ସରକାରଙ୍କ ୫-ଟି ସ୍କୁଲ ଚାକଚକ୍ୟ ଆଲୋକରେ ଭରା । କେବଳ ରାତିର ସୌନ୍ଦର୍ଯ୍ୟକରଣ ମନେ ହେଉଥିବା ବେଳେ ସଜେଇ ହୋଇଛି ବିଦ୍ୟାଳୟ । ମାତ୍ର...

ଆନନ୍ଦପୁର, ୧୧/୦୮ : ବାଇକ୍ ଧକ୍କାରେ ଯୁବକ ମୃତ। ଆନନ୍ଦପୁର ଉପଖଣ୍ଡ ଭଦ୍ରକ-ଆନନ୍ଦପୁର ରାସ୍ତାର ଛେନାପଦି ପେଟ୍ରୋଲ୍ ପମ୍ପ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ...

ଭବାନୀପାଟଣା/ଗୋଲାମୁଣ୍ଡା,୧୧/୦୮: ଛାତିଏ ପାଣି ବୋହୁଥିବା ନାଳାକୁ ଡେଇଁ ଶ୍ମଶାନ ଗଲା ଶବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗାଁ ଶ୍ମଶାନକୁ ରାସ୍ତା...

ସାଲେପୁର, ୧୧/୦୮ : ଯୁବକଙ୍କୁ ଗଳାକାଟି ହତ୍ୟା। କଟକ ଜିଲ୍ଲା କିଶନନଗର ଥାନା ନମାଜ ପଡିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ କିଶନନଗର ପୋଲିସ...