PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅନୁଗୁଳରେ ପୁଣି ଅଭାବନୀୟ ଘଟଣା: ଶବାଗୃହରେ ରଖିଲେନି ଶବ, ରାତି ତମାମ୍ ବାରଣ୍ଡାରେ ପଡି ରହିଲା ମୃତଦେହ

ଅନୁଗୁଳ ମେଡିକାଲରେ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାବାଗୃହରେ ରଖା ଗଲା ନାହିଁ ଶବ। ରାତି ତମାମ ମେଡିକାଲ ବାରଣ୍ଡାରେ ପଡି ରହିଲା ଶବ। ମୃତକ ଜଣକ ଖଣ୍ଡହତା ଗାଁର ୮ବର୍ଷର ନାବାଳିକା ଜୟଶ୍ରୀ ନହରା।

ସୂଚନାଯୋଗ୍ୟ ଯେ, ଗତ କାଲି ସାପ କାମୁଡି ଥିବା ଯୋଗୁଁ ପରିବାର ଲୋକ ମେଡିକାଲ ଆଣିଥିଲେ । ମେଡିକାଲରେ ତାର ମୃତ୍ୟୁ ହେବା ପରେ ଆଉ ଶାବାଗୃହରେ ରଖିଲେ ନାହିଁ ଶବ।  ଏଠାରେ ସୂଚନା ଥାଉକି, ଗତକାଲି ଶାବାଗୃହରେ ଜଣେ ଝିଅର ଆଖି ତାଡି ନେବା ପରେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଶାବାଗୃହରେ ମୃତ ଦେହକୁ ରଖିବାକୁ ମେଡିକାଲ କର୍ତ୍ତୃପକ୍ଷ ଡରୁଛନ୍ତି ବୋଲି ଶୁଣିବାକୁ ମିଳିଛି ।