ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଦିଲ୍ଲୀ ପ୍ରଦୂଷଣ ଅସମ୍ଭାଳ : କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କର ମଧ୍ୟ ବଦଳିଲା ସମୟ

Published By : Prameya | November 21, 2024 10:46 PM

ନୂଆଦିଲ୍ଲୀ – ଅସମ୍ଭାଳ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ। କେନ୍ଦ୍ର ସରକାର ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିକୁ ଦେଖି ଗୁରୁବାର, ନିଜର କର୍ମଚାରୀଙ୍କ ପାଇଁ କାର୍ଯ୍ୟର ଅଲଗା ଅଲଗା ସମୟ ଘୋଷଣା କରିଛନ୍ତି। କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଜାରି ନିର୍ଦ୍ଦେଶରେ ଗାଡ଼ି ଗୁଡ଼ିକ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ,କର୍ମଚାରୀଙ୍କୁ ଗାଡ଼ି ସହ ଯାତାୟତ ( ଭାଇକଲ ପୁଲିଂ) ସାର୍ବଜନିକ ପରିବହନର ଉପଯୋଗ କରିବାକୁ ମଧ୍ୟ କୁହାଯାଇଛି। ଏହା ପୂର୍ବରୁ ଦିଲ୍ଲୀ ସରକାର ଓ ଏମସିଡି ମଧ୍ୟ ନିଜର ଅଫିସର ଟାଇମିଂ ବଦଳାଇ ସାରିଛି।

ଆଦେଶରେ କୁହାଯାଇଛି କି, ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ତରକୁ ଦେଖି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ , ବିଭାଗ ଓ ସଙ୍ଗଠନକୁ ଦିଲ୍ଲୀ –ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଥିବା କାର୍ଯ୍ୟାଳୟ ସମ୍ୱନ୍ଧରେ ଅଲଗା ଅଲଗା ଆପଣାଇବାର ପରାମର୍ଶ ଦିଆଯାଏ। ନିର୍ଦ୍ଦେଶରେ କୁହାଯାଇଛି କି, କାର୍ଯ୍ୟାଳୟ ସକାଳ ୯ଟାରୁ ସନ୍ଧ୍ୟା ସାଢେ ପାଞ୍ଚଟା ଯାଏ ଓ ସକାଳ ୧୦ ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ ଖୋଲା ରହି ପାରେ।  

ଏଥିରେ କୁହାଯାଇଛି କି, ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କରୁଥିବା ଅଧିକାରୀ /କର୍ମଚାରୀଙ୍କ ଗାଡ଼ି ପ୍ରଦୂଷଣକୁ କମ୍‌ କରିବାକୁ ଗାଡ଼ି ପୁଲିଂ କରିବା ଓ ସାର୍ବଜନିକ ପରିବହନର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବା ଉଚିତ। 

କହି ରଖୁଛୁ କି , ଦିଲ୍ଲୀରେ ସପ୍ତାହେରୁ ଜାରି ଗମ୍ଭୀର ପ୍ରଦୂଷଣ ସ୍ତର ପରେ ବାୟୁର ଗୁଣବତ୍ତାରେ କିଛି ସୁଧାର ଆସିଛି, କିନ୍ତୁ ଏହା ଏବେ ବି ବହୁତ ଖରାପ ଶ୍ରେଣୀରେ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁସାରେ , ଗୁରୁବାର ସକାଳ ୯ଟାରେ ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୭୬ ରେକର୍ଡ କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.