ନୂଆଦିଲ୍ଲୀ : ଆସନ୍ତା ୪ ତାରିଖରେ ପ୍ରକାଶ ପାଇଁ ୫ ରାଜ୍ୟର ନିର୍ବାଚନ ଫଳାଫଳ । ହାଇପ୍ରୋଫାଇଲ୍ ନିର୍ବାଚନ ପଶ୍ଚିମବଙ୍ଗରେ ହୋଇଥିବାବେଳେ ଟିଏମସି ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଛି । ଉଭୟ ଦଳ ସରକାର ଗଠନ ପାଇଁ ଦାବି କରିଥିବାବେଳେ ଆସିଛି ବୁଥ୍ ବାହୁଡ଼ା ମତ । ଏଗଜିଟ୍ ପୋଲରେ ବିଜେପି ସରକାର ଗଠନ କରିବା ନେଇ ଅନେକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।
#ଆସିଲା_ବୁଥ୍_ବାହୁଡ଼ା_ମତ
— Prameya Digital (@PrameyaDigital) April 29, 2026
- ଆସାମରେ ବିଜେପି ୮୮ରୁ ୧୦୦ ଆସନ ପାଇପାରେ
- କଂଗ୍ରେସକୁ ମିଳିପାରେ ୨୪ରୁ ୩୬ ଆସନ
- ଆକ୍ସିସ୍ ମାଇ ଇଣ୍ଡିଆର ସର୍ଭେ ରିପୋର୍ଟରେ ପ୍ରକାଶ #asam #exitpoll #bjp #congress #prameyadigital #prameyaodia pic.twitter.com/8pQYLTsLZU
ନଜର ପକାନ୍ତୁ ସର୍ଭେ ରିପୋର୍ଟ ଉପରେ
PMARQ
ବିଜେପି: ୧୫୦ରୁ ୧୭୫
ଟିଏମସି: ୧୧୮ରୁ ୧୩୮
MATRIZE
ବିଜେପି: ୧୪୬ରୁ ୧୬୧
ଟିଏମସି: ୧୨୫ରୁ ୧୪୦
ପଶ୍ଚିମବଙ୍ଗକୁ ନେଇ ଚାଣକ୍ୟ ଏଗଜିଟ୍ ପୋଲ୍
- ଟିଏମସି; ୧୩୦ରୁ ୧୪୦
- ବିଜେପି ୧୫୦ରୁ ୧୬୦
- କଂଗ୍ରେସ୍ ଶୁନ୍ୟ,ଅନ୍ୟ-୬ରୁ ୧୦