ଆନନ୍ଦପୁର, ୩୦।୪ : ବିବାହର ୨ଦିନ ପୂର୍ବରୁ ପାର୍ଲରକୁ ଆସିଥିବା ଯୁବତୀଙ୍କୁ ଅପହରଣ ଘଟଣା । ପଣ୍ଡାପଡା ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଧାର କଲା  ଘଷିପୁରା ପୋଲିସ୍ ।  ଅପହରଣକାରୀ ଯୁବକ ଅଟକ । ଗତ ୨୮ ତାରିଖ ଦିନ କେଶଦୂରାପାଳ ବଜାରରୁ ଯୁବତୀ  ଅପହରଣ ହୋଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।