ଭୁବନେଶ୍ବର,୧୬/୨: ଦୁଇ ଓଡ଼ିଆ ସହିଦଙ୍କ ପରିବାର ପାଇଁ ବଢ଼ିଲା ସହାୟତା ରାଶି । ପୂର୍ବରୁ ଏହି ଅନୁକମ୍ପା ସହାୟତା ରାଶି ୧୦ଲକ୍ଷ ଥିଲା। ଆଜି ତାହା ୨୫ଲକ୍ଷକୁ ବୃଦ୍ଧି କରାଯାଇଛି। ଏହା ସହିତ ସହିଦ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ରାଜ୍ୟ ସରକାର। ଦୁଇ ସହିଦଙ୍କ ଗାଁକୁ ମଡେଲ ପଂଚାୟତ ଘୋଷଣା କରିଛନ୍ତି। ଦୁଇ ସହିଦ ପାଠ ପଢ଼ିଥିବା ସ୍କୁଲକୁ ମଧ୍ୟ ସେମାନଙ୍କ ନାଁରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...