PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ମହଙ୍ଗା ହେଲା ଅମୁଲ ଓ ମଦର ଡାଏରୀ କ୍ଷୀର ଦାମ୍, ଲିଟର ପ୍ରତି ବଢିଲା ୨ ଟଙ୍କା
  • ||
  • ଜମ୍ମୁ-କାଶ୍ମୀରରେ ୩୯ ଜଣ ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌ ନଦୀରେ ଖସିଲା, ୭ ମୃତ
  • ||
  • ସୁନ୍ଦରଗଡ଼ : ଲଗାଣ ବର୍ଷାରେ ବେହାଲ ହେମଗିର ବ୍ଲକ, ଭାଙ୍ଗିଗଲା ୧୨ ଘର
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ଵର : ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର, ୭ଦିନ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ||
  • ଭୁବନେଶ୍ଵର : ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ଵର : ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବେ ଜିଲ୍ଲାପାଳ- ଏସଆରସି
  • ||
  • ନୟାଗଡ଼ : ନୟାଗଡ଼ର ୩୦ଟି ବିଦ୍ୟାଳୟକୁ ଛୁଟି ଘୋଷଣା
  • ||
  • କଟକ : ମୁଣ୍ଡଳୀ ନିକଟରେ ବିପଦ ସଙ୍କେତ ଟପିଲା ମହାନଦୀର ଜଳସ୍ତର
  • ||
  • ଭଦ୍ରକ : ବୈତରଣୀରେ ବନ୍ୟା, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୩୫ରୁ ଉର୍ଦ୍ଧ୍ଵ ଗାଁ ଜଳବନ୍ଦୀ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୨୫୫ ପଜିଟିଭ୍ ଚିହ୍ନଟ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ ବିଭତ୍ସ ହତ୍ୟା, ମାଆ ସମ୍ମୁଖରେ ପୁଅକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||

ଆର୍ମୀ କ୍ୟାପ୍ ପିନ୍ଧି ଖେଳିଲା ଭାରତ, ସମସ୍ତଙ୍କୁ ଟୋପି ପ୍ରଦାନ କଲେ ଧୋନୀ

source:zeenews.india.com

ରାଞ୍ଚି ୮/୩: ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ସହିତ ଶୁକ୍ରବାର ତୃତୀୟ ଦିନିକିଆ ମ୍ୟାଚରେ ଆର୍ମି କ୍ୟାପ୍(ଟୋପି) ପିନ୍ଧି ଖେଳୁଛି । ଏହି ଟୋପି ନିଜେ ମହେନ୍ଦ୍ର ସିଂ ଧୋନୀ ଟିମ୍ ଇଣ୍ଡିଆର ଖେଳାଳୀଙ୍କୁ ଦେଇଛନ୍ତି । ବିସିସିଆଇ ଭାରତୀୟ ସେନାର ପରାକ୍ରମ, ବଳିଦାନ ଓ ସାହସକୁ ସମ୍ମାନ ପ୍ରଦର୍ଶନ କରି ଏହି ପଦକ୍ଷେପ ଉଠାଯାଇଛି । କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆର ‘ପିଙ୍କ ଟେଷ୍ଟ’ ଓ ଦକ୍ଷିଣ ଆଫ୍ରିକାର ‘ପିଙ୍କ ୱାନଡେ’ ଅନୁସାରେ ଏବେ ଟିମ୍ ଇଣ୍ଡିଆ ପ୍ରତି ବର୍ଷ ଗୋଟିଏ ମ୍ୟାଚ୍ ଟୋପି ପିନ୍ଧି ଖେଳିବ । ଏହାର ଉଦ୍ଦେଶ୍ଯ ହେଉଛି ସେନା ପ୍ରତି ସମ୍ମାନ ଓ ସେନାର ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇବା ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଧୋନୀଙ୍କ ସେନା ପ୍ରତି ଏହି ସ୍ନେହ ଅତ୍ୟନ୍ତ ପ୍ରଶଂସନୀୟ । ଶୁକ୍ରବାର ଭାରତୀୟ କମେଣ୍ଟେଟର ମଧ୍ଯ ଆର୍ମୀ କ୍ୟାପ୍ ପିନ୍ଧି କମେଣ୍ଟ୍ରି କଲେ । ପୂର୍ବତନ କ୍ୟାପ୍ଟେନ ସୁନିଲ ଗାଭାସ୍କର ମଧ୍ଯ ସବୁ ପୂର୍ବତନ କ୍ରିକେଟରଙ୍କୁ ଏହି କ୍ଯାପ୍ ପ୍ରଦାନ କରିଥିଲେ ।

ସମ୍ବନ୍ଧିତ ଖବର