PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଛୋଟ ସୁଡ଼ଙ୍ଗ ଭିତରେ ଲୁଚିଥିଲା ଆତଙ୍କବାଦୀ, ଗିରଫ କଲା ପୁଲିସ

ନୂଆଦିଳ୍ଲୀ,୭।୩: ଜମ୍ମୁ କଶ୍ମୀରର ସୋପିୟା ଜେଲ୍ ସ୍ଥିତ କୁଙ୍ଗନ ଗାଁରୁ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଗାଁରେ ଥିବା ଏକ ପଡ଼ିଆରେ ଛୋଟ ସୁଡ଼ଙ୍ଗ ତିଆରି କରି ତା ଭିତରେ ଲୁଚିରହିଥିଲା ଆତଙ୍କବାଦୀ। ସୋପିୟା ପୁଲିସ ଏବଂ ସେନା ବାହିନୀମାନେ ଦିନତମାମ୍ ଅପରେସନ୍ କରି ଆତଙ୍କବାଦୀକୁ ଗିରଫ କରିଛନ୍ତି। ଅଭିଯୁକ୍ତ ପାଖରୁ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି ବୋଲି ସୂଚନା ମିଳିଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି।

ବୁଧବାର ଦିନ ଏହି ବିଏସ୍ଏଫମାନେ ଗୁଜୁରାଟର କଚ୍ଚ ସୀମାରେ ପାକିସ୍ତାନରୁ ଆସିଥିବା ଏହି ଆତଙ୍କୀକୁ ଧରିଥିଲେ। ସେହି ଆତଙ୍କବାଦୀର ନାଁ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମାତ୍ର ତାର ବୟସ ପ୍ରାୟ ୫୦ ବ​‌ର୍ଷ ହେବ ବୋଲି ଅନୁମାନ କରାଯାଉଛି।

ବିଏସ୍ଏଫର ଜଣେ ପ୍ରବକ୍ତା କହିଛନ୍ତି, ବିଏସ୍ଏଫଙ୍କ କହିବା ପରେ ଆତଙ୍କବାଦୀ ନିଜକୁ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ପାଖରୁ କିଛି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର