ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ହୋଲି ଦିନ ଲଡ଼ୁ ଗୋପାଳଙ୍କୁ ଭୋଗ ଲଗାନ୍ତୁ ଏହି ଜିନିଷ,ପୂରଣ ହେବ ସମସ୍ତ ମନସ୍କାମନା

Published By : Anindita Ratha | March 13, 2025 10:54 AM

ଭଗବାନ କୃଷ୍ଣଙ୍କୁ ପ୍ରତି ଘରେ ପୂଜା କରାଯାଏ। ଛୋଟ ପିଲା ପରି ତାଙ୍କର ସେବା ମଧ୍ୟ କରନ୍ତି। ଆଉ ବିଶ୍ୱାସ କରାଯାଏ ଯେ ଯେଉଁ ଭକ୍ତ ପୂର୍ଣ୍ଣ ନିଷ୍ଠାର ସହିତ ଲଡ଼ୁ ଗୋପାଳଙ୍କୁ ସେବା କରନ୍ତି। ତାଙ୍କୁ ଭଗବାନ କୃଷ୍ଣଙ୍କ ଆଶୀର୍ବାଦ ମିଳିଥାଏ। ତେବେ ଆସନ୍ତୁ ଜାଣିବା ହୋଲି ଦିନ ଲଡ୍ଡୁ ଗୋପାଳଙ୍କ ଆଶୀର୍ବାଦ ପାଇବା ପାଇଁ କେଉଁ ଜିନିଷର ଭୋଗ ଲଗାଇବା ଉଚିତ୍ । 

ହୋଲି ଦିନ ଚନ୍ଦ୍ରକଳା କିମ୍ବା ଗୁଜିଆକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ହୋଲି ଅବସରରେ ଏହି ଖାଦ୍ୟ ନିଶ୍ଚିତ ଭାବରେ ସମସ୍ତଙ୍କ ଘରେ ପ୍ରସ୍ତୁତ ହୋଇଥାଏ। ତେଣୁ ଲଡୁ ଗୋପାଳଙ୍କୁ ଚନ୍ଦ୍ରକଳା କିମ୍ବା ଗୁଜିଆ ଭୋଗ କରିବା ଉଚିତ। ସେହିପରି ଫାଲଗୁନ ମାସରେ ଲଡୁ ଗୋପାଳଙ୍କୁ ଦହିରେ ତିଆରି ଖାଦ୍ୟ ଭୋଗ ଲଗାଯାଏ। ତେଣୁ ହୋଲି ଦିନ, ଆପଣ ଲଡ୍ଡୁ ଗୋପାଳଙ୍କୁ ମିଠା ଦହି କିମ୍ବା ଦହିରୁ ତିଆରି ଖାଦ୍ୟ ଭୋଗ କରିପାରିବେ। ଏହା କରିବା ଦ୍ୱାରା ପରିବାର ଏବଂ ସମ୍ପର୍କରେ ମଧୁରତା ବଜାୟ ରହେ ବୋଲି ବିଶ୍ୱାସ କରାଯାଏ।

ସେହିପରି ହୋଲି ଦିନ ଆପଣ ଲଡୁ ଗୋପାଳଙ୍କୁ ମାଲପୁଆ କିମ୍ବା ଜିଲାପି ମଧ୍ୟ ଭୋଗ କରିପାରିବେ। କୁହାଯାଏ ଯେ ହୋଲି ଦିନ ଲଡ୍ଡୁ ଗୋପାଳଙ୍କୁ ମାଲପୁଆ କିମ୍ବା ଜିଲାପି ଭୋଗ କରିବା ଶୁଭ ହୋଇଥାଏ।  ଏହା କରିବା ଦ୍ୱାରା ଲଡୁ ଗୋପାଳଙ୍କର ଆଶୀର୍ବାଦ ମିଳିଥାଏ। ଏହା ସହିତ, ଘରେ ସୁଖ ଏବଂ ସମୃଦ୍ଧି ବଜାୟ ରହିଥାଏ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.