ନୂଆଦିଲ୍ଲୀ : ହାର୍ଦ୍ଦିକ ପାଣ୍ଡ୍ୟା ୨୫ ବର୍ଷିୟା ମଡେଲ ମାହିକା ଶର୍ମାଙ୍କୁ ଡେଟ୍ କରୁଛନ୍ତି। ଯାହାଙ୍କର ଷ୍ଟାଇଲିଶ୍ ଲୁକ୍ସ ସୋସିଆଲ ମିଡ଼ିଆରେ ହେଉଛି ଭାଇରାଲ। ଲାଟେଷ୍ଟ ଫଟୋରେ ସେ ତିନୋଟି ଅଲଗା ଅଲଗା ଆଉଟଫିଟ୍ସରେ ଅଛନ୍ତି। ସେଥିରେ ତାଙ୍କର ଖୁବ୍ ସିଜଲିଂ ଲୁକ୍ସ ଦେଖିବାକୁ ମିଳୁଛି। ଯେଉଁଠି ମଡେଲ ହସିନାଙ୍କ କିମିଆ ଚେହେରାରୁ ନଜର ହଟେଇ ହେଉ ନାହିଁ, ତାଙ୍କର ଗ୍ଲାମର ବି-ଟାଉନର ହିରୋଇନଙ୍କୁ ମଧ୍ୟ ଟକ୍କର ଦେବାର ଦେଖିବାକୁ ମିଳିଛି। ମାହିକା ତାଙ୍କର ପ୍ରତି ଲୁକ ଅତି କମ୍ ଜୁଏଲରୀରେ ଷ୍ଟାଇଲ କରି ଏକ୍ସପ୍ରେସନରେ ହିଁ ବାଜି ମାରି ନେଇଛନ୍ତି।
ଏମିତି ତ ମାହିକାଙ୍କର ଗୋଟିଏ ପରେ ଗୋଟିଏ ସିଜଲିଂ ଲୁକ୍ସ ଦେଖିବାକୁ ମିଳିଥାଏ। କିନ୍ତୁ ଏହିଥର ଏକା ସାଥିରେ ତିନୋଟି ରୂପ , ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଛନ୍ତି। ଏବେସୁଦ୍ଧା ଏହି ହସିନାଙ୍କର ୨୫ ତମ ଜନ୍ମଦିନର ଫଟୋ ଉପରେ ସମସ୍ତଙ୍କ ନଜର ଥିଲା, ତ ଏବେ ଏହି ଲୁକ୍ସ ଏହାଠାରୁ ମଧ୍ୟ ଅଧିକ ଲାଇମଲାଇଟ୍ରେ ଆସିଛି। ଯାହାଦ୍ୱାରା ତାଙ୍କର ଅନ୍ଦାଜ ମଧ୍ୟ ଆକର୍ଷଣୀୟ ଲାଗୁଛି, ଯଦି ବିଶ୍ୱାସ ନହେଉଛି ତ ଦେଖି ନିଅନ୍ତୁ ଏହି ଫଟୋ ଗୁଡ଼ିକୁ –
ମାହିକାଙ୍କର ଶେଷ ଲୁକ୍ ଆହୁରି ଅଧିକ ଗ୍ଲାମରସ। ସେ ବ୍ଲାକ୍ ଷ୍ଟକିଂସ ସହ ମିନି ବ୍ଲାକ୍ ଡ୍ରେସ୍ ପିନ୍ଧି ପ୍ରସ୍ତୁତ ହୋଇଛନ୍ତି। ଯାହାଙ୍କ ନେକଲାଇନ୍ ଏରିଆକୁ ହ୍ୱାଇଟ୍ ଅଫ୍ ଶୋଲଡର ଷ୍ଟାଇଲ୍ ଡିଟେଲିଂ ଦେଇଛି ଏବଂ ସେଣ୍ଟରରେ ଫ୍ଲୋରଲ ପାଟର୍ନ ସହ ରହିଛି। ଯେଉଁଥିରେ ମାହିକାଙ୍କ ଗ୍ଲାମର ଦେଖିବା ଭଳି ହୋଇଛି, ବିଶେଷକରି ଚୌକି ଉପରେ ବସି କିଲର ଅନ୍ଦାଜରେ ପୋଜ୍ ଦେବା ଖୁବ୍ ହୃଦୟସ୍ପର୍ଶୀ। ଯାହାକୁ କି ଦେଖିଲେ ନଜର ହଟେଇ ହେଉନି।