ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଛି ଛିରେ ନନୀ ଛି ଗୀତ ଗାଇ ଭାଇରାଲ ହେଲେ ବିଧାୟକ ମଙ୍ଗୁ ଖିଲ

Published By : Suraj Kumar | January 14, 2025 8:47 PM

ଚିତ୍ରକୋଣ୍ଡା,୧୪।୧(ଆପ୍ର ): କୋରାପୁଟ ଜିଲ୍ଲା ଜୟପୁରର ଦେଶିଆ ଗୀତ ସମ୍ରାଟ ବରିଷ୍ଠ ଓକିଲ ତଥା କଣ୍ଠଶିଳ୍ପୀ ସ୍ୱର୍ଗତ ସତ୍ୟ ଅଧିକାରୀ ଗତ ୨୯ ବର୍ଷ ତଳେ ଦେଶିଆ ଗୀତ ଛି ଛିରେ ନନୀ  ଗାଇଥିଲେ।  ଗତ କିଛି ଦିନ ହେଲା ଟପ ଟ୍ରେଣ୍ଡରେ ଅଛି ଏହି ଗୀତ। ଚାରିଆଡେ ଲୋକପ୍ରିୟ ହେଉଥିବା କୋରାପୁଟିଆ ପୁରୁଣା  ଛି ଛିରେ ନନୀ ଛି ଗୀତକୁ ଗାଇ ନିଜେ ଭାଇରାଲ ହୋଇଛନ୍ତି ଏବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। 

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ମଙ୍ଗୁ ଖିଲ ଏହି ଗୀତକୁ ବେସ ପ୍ରଶଂସା କରିଥିବା ବେଳେ ଗୀତର କିଛି ପଦ ଗାଇ ଏହାକୁ ବେଶ ଉପଭୋଗ କରିଛନ୍ତି। ତେବେ ତାଙ୍କର ଏହି ଗୀତ ଗାଇବା ଭିଡିଓକୁ ମଧ୍ୟ ଲୋକେ ବେଶ ପସନ୍ଦ କରୁଥିବା ବେଳେ ଏହି ଭିଡିଓ ବେଶ ଭାଇରାଲ ହୋଇଛି। ପ୍ରାୟ ୨୯ବର୍ଷ ପୁରୁଣା ଏହି ଗୀତ ବର୍ତ୍ତମାନ ଲୋକଙ୍କୁ ପୁଣିଥରେ ଆକୃଷ୍ଟ କରିଥିବା ବେଳେ ମାଲକାନଗିରି ଜିଲ୍ଲାର ଯୁବ ପିଢୀ ଓ ଅବାଳ ବୃଦ୍ଧ ବନୀତା ଏହି ଗୀତକୁ ନେଇ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ରିଲ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହା କୋରାପୁଟିଆ ଭାଷାର ବହୁଳ ପ୍ରଚାର ପ୍ରସାର କରୁଥିବା ମଧ୍ୟ ବିଧାୟକ ଶ୍ରୀ ଖିଲ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.