PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଦ୍ବିତୀୟ ଥର ବିବାହ କରିବା ପଡ଼ିଲା ମହଙ୍ଗା, ଏନଏସୟୁଏଲ ନେତା ହେଲେ ଗିରଫ

ନୂଆଦିଲ୍ଲୀ,୨୮/୫ : ଦ୍ବିତୀହ ବିବାହ ପଡ଼ିଲା ମହଙ୍ଗା । ସବୁ ଯୋଜନା ଫସର ଫାଟିଲା । ନିଜ ସ୍ତ୍ରୀଙ୍କୁ ସମୁହ ବିବାହ କରି ମୁଖ୍ୟମନ୍ତ୍ରୀଙ୍କ କନ୍ୟାଦାନ ଯୋଜନା ପାଇବାକୁ ମନସ୍କ କରିଥିଲେ । ମାତ୍ର ତାହା ବିଫଳ ହୋଇଛି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଅଲିସ୍ ବାଲାଜୀ ମନ୍ଦିର ପରିସରରେ ।

ରିପୋର୍ଟ ଅନୁଯାୟୀ ଏନଏସୟୁଲ ନେତାନେତିକ ଚୌଧୁରୀ ତାଙ୍କ ସ୍ତ୍ରୀଙ୍କୁ ମାତ୍ର ୧୫ ଦିନ ପୂର୍ବରୁ ବିବାହ କରିଥିଲେ । ମାତ୍ର ମୁଖମନ୍ତ୍ରୀ କନ୍ୟାଦାନ ଯୋଜନାରେ ଲାଭ ପାଇବାକୁ ପୁନଃ ବିବାହ କରିବାକୁ ଯୋଜନା କରିଥିଲେ । ପରେ ପୂର୍ବ ନର୍ଦ୍ଧାରିତ ଯୋଜନା ଅନୁଯାୟୀ ତାଙ୍କ ସ୍ତ୍ରୀଙ୍କ ସହ ଜନ ବିବାହ ସ୍ଥଳରେ ପହଞ୍ଚିଥିଲେ । ରୀତିନୀତି ଆରମ୍ଭ ହେବା ପାଇଁ ସେ ସେହି ସ୍ଥାନରେ ଅପେକ୍ଷା କରିଥିବାବେଳେ ପୋଲିସକୁ ଡାକିଥିବା ଆୟୋଜକମାନେ ତାଙ୍କୁ ନଜର ଆସିଥିଲେ । ପରେ ଘଟଣାସ୍ଥଳରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ପରେ ମୁକ୍ତ କରାଯାଇଥିଲା । ଆର୍ଥିକ କ୍ଷେତ୍ରରେ ଅନଗ୍ରସର ଥିବା ପରିବାରକୁ ଲାଗି ୨୦୦୬ରେ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ମୁଖମନ୍ତ୍ରୀ କନ୍ୟାଦାନ ଯୋଜନା ଆରମ୍ଭ କରାଯାଇଥିଲା।

ଏହି ଘଟଣା ସମ୍ପର୍କରେ ଟୁଇଟ୍ କରି ବିଜେପି ରାଜ୍ୟ ଗଣମାଧ୍ୟମ ଦାୟିତ୍ୱରେ ଥିବା ଲୋକେନ୍ଦ୍ର ପର୍ଶର ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଲ ନାଥଙ୍କଠାରୁ ଉତ୍ତର ମାଗିଛନ୍ତି।

ସମ୍ବନ୍ଧିତ ଖବର