PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ରାବଣ ଛକରେ ଫୁଟିଲା ଗୁଳି: ବାପ-ପୁଅ ଗୁରୁତର, ଦୁର୍ବୃତ୍ତ ଫେରାର

ନୂଆପଡା୨୧/୦୯: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ରାବଣ ଛକରେ ଫୁଟିଲା ଗୁଳି। ବାପ-ପୁଅଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ। ବାପ-ପୁଅଙ୍କ ଗୋଡରେ ବାଜିଛି ବଜାର ରାସ୍ତା ରକ୍ତରଞ୍ଜିତ ହୋଇଛି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରଯାଇ ନୂଆପଡ଼ା ମୁଖ୍ୟ ହସ୍ପିଟାଲକୁ ପଠାଇଛି। ଘଟଣାସ୍ଥଳରେ ଖଡିଆଳ ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଘଟଣା ଉପରେ ସ୍ପଷ୍ଟ ଖବର ମିଳି ନଥିବା ବେଳେ ଗାଡି ପାର୍କିଂ କୁ ନେଇ ଏଭଳି ଘଟିଥିବା ଜଣା ପଡିଛି।

ସୂଚନ ମୁତାବିକ, ସିନାପାଲି ରାବଣ ଛକରେ ବାପ-ପୁଅ କାରରେ ଆସୁଥିବା ବେଳେ ପଛରୁ କାରରୁ ହୋଇଥିଲା ଗୁଳି ମାଡ କରିଥିଲେ ଦୁର୍ବୃତ୍ତ।କାର ପାର୍କିଂକୁ ନେଇ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି। ​‌ଘଟଣାସ୍ଥଳରୁ ଫାୟାରି କରିବା ପରେ ଘଟଣସ୍ଥଳରୁ ଫେରାର ହୋଇଯାଇଛି। ବାପା-ପୁଅଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ସୋମନଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଘଟଣାସ୍ଥଳରେ ଘଟଣାସ୍ଥଳରେ ଖଡିଆଳ ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।