କଟକ ୦୯/୦୪: ପ୍ରକାଶ ପାଇଲା OSSTET ଫଳ। ମୋଟ୍ ପାସ୍ ହାର ୭୨.୩୮ ପ୍ରତିଶତ ରହିଛି । ଚଳିତ ବର୍ଷ ୫୬ ହଜାର ୪୫୬ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ। ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ୍‌ ପ୍ରକାଶ ପାଇଲା ରେଜଲ୍ଟ। ପରୀକ୍ଷାର୍ଥୀ http://bseodisha.ac.in ଓhttp://bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ। ଅପରାହ୍ନ ୪ଟାରୁ ୱେବସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । ଅପରାହ୍ନ ୫ଟା ପରଠୁ ୱେବସାଇଟ୍‌ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ। ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍ ଡାଉନଲୋଡ୍ କରିପାରିବେ। ଗତ ଜାନୁଆରୀ ୨୬ରେ OSSTET ଅନୁଷ୍ଠିତ ହୋଇଥିଲା ।

ଅଧିକ ପଢ଼ନ୍ତୁ :-  ଓଡ଼ିଶା ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର, ଜୟପୁର ପାଣ୍ଠି ମଡେଲ ଗ୍ରହଣ କରିବାକୁ ଦାବି

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୬ରେ ହୋଇଥିଲା OSSTET ଅନୁଷ୍ଠିତ ହୋଇଥିଲା । ରାଜ୍ୟର ୫୬ ହଜାର ୪୫୬ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଦେଇଥିଲେ।